କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁରେ ବଡ଼ ଧରଣର ଲୁଟ । ମୁଖାପିନ୍ଧା ଲୁଟେରା ମାରଣାସ୍ତ୍ର ଦେଖାଇ ଏକ ଘରୁ ଲୁଟିନେଲେ ନଗଦ ୧୦ ହଜାର ଓ ୪ ଭରି ସୁନା । ଖୁଟୁଲୁମୁଣ୍ଡା ଗାଁର ଯୌବନ ବାଗଙ୍କ ଘରେ ଲୁଟ ହୋଇଥିବା ଅଭିଯୋଗ । ଏହି ଘଟଣାରେ କଣ୍ଟାବାଞ୍ଜି ପୋଲିସର ତଦନ୍ତ ଆରମ୍ଭ କରିଛି ।






