Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ କେଜି କୁଟୁରା ମାଂସ ଜବତ ସହ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
September 29, 2021
in Crime, State
୪ କେଜି କୁଟୁରା ମାଂସ ଜବତ ସହ ଅଭିଯୁକ୍ତ ଗିରଫ
247
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): କୁଟୁରା ମାଂସ ବ୍ୟବସାୟର ପର୍ଦ୍ଦାଫାସ । ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ବନାଞ୍ଚଳ ଅଧିକାରୀ ଲଷ୍ମୀଧର ବେହେରାଙ୍କ ତତ୍ୱାବଧାନରେ ଏକ ଦଳ ଚଢଉ କରି ୪ କେଜି କୁଟୁରା ମାଂସ ଜବତ କରିବା ସହ ଅଭିଯୁକ୍ତ ଖେଲା ମାହିଲକୁ ଗିରଫ କରିଛନ୍ତି । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ସରତଚନ୍ଦ୍ରପୁର ଗ୍ରାମର ବୋଲି ଜଣାପଡ଼ିଛି । ବ୍ୟବସାୟୀ ବେସରପାଣିରୁ ବାରିପଦା ଅଭିମୁଖେ କୁଟୁରା ମାଂସ ବ୍ୟବସାୟ କରିବା ପାଇଁ ଯାଉ ଥିବା ସମୟରେ ଗୁଣ୍ଡିହୁଡି ଗାଁ ରାସ୍ତା ପାଖରେ ଚଢାଉ କରିଥିଲା ବନ ବିଭାଗ ଟିମ୍ । ଅଭିଯୁକ୍ତ ଠାରୁ ଏକ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି । ଅନ୍ୟପଟେ ଅଭିଯୁକ୍ତ କୁ ଗିରଫ କରି ବାରିପଦା ରେଞ୍ଜ କାର୍ୟ୍ୟାଳୟରେ ରଖି ଅଧିକ ତଦନ୍ତ ଜାରି ରହିଛି, ବୋଲି ବାରିପଦା ବନଖଣ୍ଡ ର ସହକାରୀ ବନ ସଂରକ୍ଷକ ଦିଲ୍ଲୀପ କୁମାର ବାରିକ ସୂଚନା ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!