Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ କବଜାରେ ହାଇପ୍ରୋଫାଇଲ ଠକ

by ସଞ୍ଜୟ ସ୍ୱାଇଁ
September 28, 2021
in Crime, State
ପୋଲିସ କବଜାରେ ହାଇପ୍ରୋଫାଇଲ ଠକ
98
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାଡ ଓ ତମାଣ୍ଡୋ ପୋଲିସ କବଜାରେ ହାଇପ୍ରୋଫାଇଲ ଠକ । କୋଲକାତାରୁ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହି ଠକ ଜଣକ ଅନଲାଇନରେ ସୁନା କିଣି ଟଙ୍କା ଦେବାକୁ କହି ଠକେଇ କରି ଚାଲିଥିଲା । ଗିରଫ ଠକ ଜଣକ ହେଲା ରାଜୀବ ପ୍ରଭାସ ଗୁପ୍ତା । ସେ ଜଣେ ଏମବିଏ ଛାତ୍ର ବୋଲି ଜଣାପଡିଛି । ୧୦ ଟଙ୍କା ରିଚାର୍ଜ କରି ୧ ଲକ୍ଷ ଟଙ୍କାର ସୁନା ଠକି ନେଇଥିଲେ । ଦେଶ ସାରା ବିମାନରେ ବୁଲି ବୁଲି ଠକେଇ କରୁଥିବା ଜଣାପଡ଼ିଛି । ସ୍କ୍ରିନ ସଟ୍ ମେକରରେ ୧ ଲକ୍ଷ ଟଙ୍କା ଏଡିଟ କରି ସୁନା ଦୋକାନୀଙ୍କୁ ଚୂନା ଲଗାଉଥିଲା । ଲୁଟ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଠକ ରାଜୀବ । ଏହି ଖବର ଜଣାପଡିବା ପରେ ଦିଲ୍ଲୀ, କୋଲକାତା, ପୁରୀ ଓ ବିଭିନ୍ନ ଥାନାଙ୍କୁ ରାଜୀବର ଫଟୋ ସହ ତଥ୍ୟ ଦିଆଯାଇଛି । ଗିରଫ ପରେ ଗିରଫ ରାଜୀବ ଠାରୁ ୨ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ । ଗତ ୧୫ ତାରିଖରେ ଭୁବନେଶ୍ବର ଓ ପୁରୀର ବଡ ବଡ଼ ସୁନା ସୋରୁମ ମାଲିକଙ୍କୁ ଲଗାଇଥିଲା ଲକ୍ଷାଧିକ ଟଙ୍କାର ଚୂନା । ତା ନାଁରେ ଆଉ କେଉଠି ଅଭିଯୋଗ ରହିଛି ସେନେଇ ଛାନବିନ୍ କରୁଛି ପୋଲିସ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!