Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନ୍ଧାରର ସୁଯୋଗ ନେଇ ରାଜଧାନୀରେ ହାଇୱେ ଲୁଟେରାଙ୍କ ଆତଙ୍କ, କମିଶନରେଟ୍ ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା

by ସଞ୍ଜୟ ସ୍ୱାଇଁ
September 28, 2021
in Crime, State
ଅନ୍ଧାରର ସୁଯୋଗ ନେଇ ରାଜଧାନୀରେ ହାଇୱେ ଲୁଟେରାଙ୍କ ଆତଙ୍କ, କମିଶନରେଟ୍ ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା
61
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜଧାନୀରେ ହାଇୱେ ଲୁଟେରାଙ୍କ ଆତଙ୍କ। ରାତିର ଅନ୍ଧକାରର ସୁଯୋଗ ନେଇ ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍‌ପାଟ୍। ବିଳମ୍ବିତ ରାତିରେ ଶୂନ୍‌ଶାନ୍‌ ରାସ୍ତାରେ ଯାଉଥିବା ପଥଚାରୀ ହେଉଛନ୍ତି ଏମାନଙ୍କ ଶିକାର। ଏଭଳି ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ। ଭୁବନେଶ୍ଵର ସତସଙ୍ଗ୍ ବିହାର ରାସ୍ତାରେ ଲୁଟ୍‌ପାଟ୍ କରିବାକୁ ସଜବାଜ ହେଉଥିବା ବେଳେ ଖବର ପାଇ ଆଜି ଭୋର ୩ଟା ସମୟରେ କମିଶନରେଟ୍ ପୋଲିସ ଏହି ୩ ଲୁଟେରାଙ୍କୁ କାବୁ କରିଛି। କମିଶନରେଟ୍ ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା। ଆଜି ଭୋର ୩ଟା ସମୟରେ ଏହି ତିନି ଲୁଟେରା ହାତରେ ପିସ୍ତଲ ଧରି ସତସଙ୍ଗ ବିହାର ରାସ୍ତାରେ ଲୁଟ୍‌ପାଟ୍ ପାଇଁ ସଜବାଜ ହେଉଥିବା ବେଳେ ଖବର ପାଇ ସହିଦନଗର ଥାନାର ୩୪ ନମ୍ବର ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସଙ୍କୁ ଦେଖି ଲୁଟେରାମାନେ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ଏହି ତିନି ହାଇୱେ ଲୁଟେରାଙ୍କୁ କାବୁକରିବାରେ ସଫଳ ହୋଇଛି। ଏମାନଙ୍କ ନିକଟରୁ ଏକ ବାଇକ୍ ଓ ପିସ୍ତଲ ଜବତ ହୋଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!