Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଜଗର ସାପ ଧରି ବାହାରକୁ ନେଇ ପଳାଉଥିବା ବେଳେ ଧରପଡିଲେ, ୩ ଜଣଙ୍କୁ ବାନ୍ଧିଲା ବନ ବିଭାଗ

by ସଞ୍ଜୟ ସ୍ୱାଇଁ
September 21, 2021
in Crime, State
ଅଜଗର ସାପ ଧରି ବାହାରକୁ ନେଇ ପଳାଉଥିବା ବେଳେ ଧରପଡିଲେ, ୩ ଜଣଙ୍କୁ ବାନ୍ଧିଲା ବନ ବିଭାଗ
119
VIEWS
Share on FacebookShare on Twitter

ବାଙ୍କୀ, (ବାଘୁଆବାର୍ତ୍ତା): ଅଜଗର ସାପ ଧରି ବାଙ୍କୀ ଅଂଚଳରୁ ବାହାରକୁ ନେଇ ପଳାଉଥିବା ବେଳେ ଧରାପଡିଲେ ୩ ସାପ ଧରାଳି । ଧରାପଡିବା ପରେ ବନ ବିଭାଗକୁ କଲେ ହସ୍ତାନ୍ତର । ବାଙ୍କୀ ଭେଡା ଅଂଚଳରୁ ଏକ ୭ ଫୁଟ ଲମ୍ବ ଅଜଗର ସାପ ଧରି ତିନି ଜଣ ସାପ ଧରାଳି ବାହାରକୁ ନେଇ ପଳାଉଥିବା ବେଳେ ଧରାପଡିଛନ୍ତି ସ୍ଥାନୀୟ ଲୋକଙ୍କ ହାତରେ । ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି ତିନି ଜଣ ସାପ ଧରାଳି ଯାଜପୁର ଅଂଚଳର ବୋଲି । ଏମାନେ କେଉଁଆଡେ ଚାଲାଣ କରିବାକୁ ନେଉଥିଲେ ତାହା ଏବେ ଜଣାପଡି ନାହିଁ । ବନ ବିଭାଗର ଛାନଭିନ କଲା ପରେ ତାହା ଜଣା ପଡିବ ବୋଲି ସୂଚନା ମିଳିଛି । ସେପଟେ ବାଙ୍କୀ ଶିଶୁଆ ବନଖଣ୍ଡ ଅଫିସ ଖୋର୍ଦ୍ଧା ରେଞ୍ଜରଙ୍କ ଅଧୀନରେ ଥିବାରୁ ସେଠାକୁ ନେଇ ଯାଇଛନ୍ତି ବନପାଳ ଚିତ୍ତରଞ୍ଜନ ମିଶ୍ର । ଅନ୍ୟପଟେ ସାପ ଧରାଳିଙ୍କ କହିବା କଥା ଏମାନେ କେଳା ସମ୍ପ୍ରଦାୟର ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!