Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ ଜଣ ଚୋରଙ୍କୁ ୪୮ଘଣ୍ଟା ପରେ ମଧ୍ୟ ହେଉନି କାର୍ୟ୍ୟାନୁଷ୍ଠାନ

by ସଞ୍ଜୟ ସ୍ୱାଇଁ
July 11, 2021
in Crime, State
୨ ଜଣ ଚୋରଙ୍କୁ ୪୮ଘଣ୍ଟା ପରେ ମଧ୍ୟ ହେଉନି କାର୍ୟ୍ୟାନୁଷ୍ଠାନ
126
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ଚୋର ଓ ଡକାୟତଙ୍କ ପାଇଁ ଚାନ୍ଦବାଲି ଥାନା ଅଧିକାରିଣୀ ଓକିଲାତି କରୁଥିବା ଅଭିଯୋଗ । ପୋଲିସ ହାତରେ ଚୋର ଧରାପଡିବାର ୪୮ଘଣ୍ଟା ପରେ ମଧ୍ୟ ହେଉନି କାର୍ୟ୍ୟାନୁଷ୍ଠାନ। ଓଲଟା ଅଭିଯୋଗକାରୀଙ୍କୁ ଦିଆଯାଉଛି ଧମକ। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ଥାନା ଅନ୍ତର୍ଗତ ସୋମପୁର କୁଚୁଳିଆଡିଆ ଅଞ୍ଚଳରୁ । ୨ ଜଣ ଚୋର ଏକ ଚିଙ୍ଗୁଡି ଫାର୍ମରୁ ଚିଙ୍ଗୁଡ଼ି ଖାଦ୍ୟ (ଫିଡ଼୍‌) ଚୋରି କରୁଥିବା ସମୟରେ ଫାର୍ମରେ କାର୍ୟ୍ୟରତ କର୍ମଚାରୀମାନେ ଚୋରୁଙ୍କୁ ଧରି ପୋଲିସରେ ଜିମା ଦେଇଥିଲେ । ହେଲେ ଅଭିଯୋଗକାରୀଙ୍କ ଲିଖିତ ଅଭିଯୋଗର ୪୮ ଘଣ୍ଟା ପରେ ମଧ୍ୟ ପୋଲିସ କେବଳ ଚୋରମାନଙ୍କୁ ଅଟକ ରଖି ଚୁପ ହୋଇ ବସିଛି । ଅନ୍ୟପଟେ ଥାନା ଅଧିକାରିଣୀ ଅଭିଯୋଗକାରୀଙ୍କୁ ଥାନାକୁ ଡ଼କାଇ ଓଲଟା କେସ୍ କମ୍ପ୍ରମାଇଜ କରିବାର ଚାପ ଦେବା ପରେ ଅଭିଯୋଗକାରୀ ଓ ଅନ୍ୟ ଚିଙ୍ଗୁଡ଼ି ଫାର୍ମ କର୍ମଚାରୀ ନ୍ୟାୟ ପାଇଁ ଏସଡିପିଓଙ୍କ ନିଟକରେ ଦ୍ବାରସ୍ଥ ହେବା ସହ ନ୍ୟାୟ ଭିକ୍ଷା କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!