Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବତନ ସରପଞ୍ଚ ହତ୍ୟା ଘଟଣା, ଅଭିଯୁକ୍ତ ଙ୍କୁ ନେଇ ଛାନଭିନ

by ସଞ୍ଜୟ ସ୍ୱାଇଁ
November 21, 2024
in Crime, State
ପୂର୍ବତନ ସରପଞ୍ଚ ହତ୍ୟା ଘଟଣା, ଅଭିଯୁକ୍ତ ଙ୍କୁ ନେଇ ଛାନଭିନ
68
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ମାରିଦେବା ଘଟଣାରେ ସାମ୍ନାକୁ ଆସିଲା ଆଉ କିଛି ତଥ୍ୟ । ଗତ ନଭେମ୍ବର ୧୩ ତାରିଖ ରାତିରେ ଭଦ୍ରକ ବନ୍ଧଗାଁର ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନର ବନ୍ଧ ଗାଁ ସେବା ସମବାୟ ସମିତିର ସଭାପତି ଚିତ ରଞ୍ଜନ ରାଉତ ( ନାଲୁ) ଙ୍କ ହତ୍ୟା ଘଟଣା ରେ ପୋଲିସ ଆଉ ପାଦେ ଆଗେଇଛି। ୩ ଅଭିଯୁକ୍ତ ଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଲା ଗ୍ରାମାଞଳ ପୋଲିସ । ଘଟଣା ଘଟାଇବା ପରେ ଲୁଚାଇ ରଖିଥିବା ହତ୍ୟା ରେ ବ୍ୟବହୃତ ହୋଇଥିବା କଟୁରୀ , ଭଙ୍ଗା ଯାଇଥିବା ମୋବାଇଲ୍, ଜୋତା କୁ ଝାଟିଆ କେନାଲ ପାଖ ଘଞ୍ଚ ଜଙ୍ଗଲ ଭିତରୁ ପୋଲିସ ଜବତ କରିଛି। ପୋଲିସ ଅଧିକ ତଦନ୍ତ କରି ଆଉ କିଛି ତଥ୍ୟ ବାହାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ କୌଣସି ସୂଚନା ପ୍ରଦାନ କରୁନାହିଁ। ଆସନ୍ତା କାଲି ପୋଲିସ ମୁଖ୍ୟ ଅଭିଯୁକ୍ତ ଙ୍କୁ ନେଇ ସମ୍ପୂର୍ଣ୍ଣ ଘଟଣାର ଗ୍ରାଉଣ୍ଡ ଜିରୋ ରୁ ତଦନ୍ତ କରିବ ବୋଲି ସୁଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!