କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ଡ଼ିଆଇଜିଙ୍କ ନିକଟରେ ହାର୍ଡକୋର ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ଜଣଙ୍କ ହେଲେ କିରଣ ସୋନାଲ ମାନବି। କୋରାପୁଟ ଡିଆଇଜି, ବିଏସଏଫ ଅଧିକାରୀ ଓ କୋରାପୁଟ ଏସପିଙ୍କ ଉପସ୍ଥିତରେ ସେ ଆତ୍ମସମର୍ପଣ କରିଛନ୍ତି । ସମାଜରେ ଉନ୍ନତି ଏବଂ ସରକାରଙ୍କର ବିଭିନ୍ନ ସମାଜିକ ଉନ୍ନୟନ କାର୍ୟ୍ୟ ଯୋଗୁଁ ସେ ପ୍ରେରିତ ହୋଇ ଆତ୍ମସମର୍ପଣ କରିଥିବା କଥା କହିଛନ୍ତି ।






