Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ନିବେଦନକୁ ରାଜି ହେଲାନି ଯୁବତୀ, ଛୁରୀ ଭୁସି ହତ୍ୟା କଲା ଯୁବକ

by ସଞ୍ଜୟ ସ୍ୱାଇଁ
May 15, 2024
in Crime, NATIONAL NEWS
ପ୍ରେମ ନିବେଦନକୁ ରାଜି ହେଲାନି ଯୁବତୀ, ଛୁରୀ ଭୁସି ହତ୍ୟା କଲା ଯୁବକ
195
VIEWS
Share on FacebookShare on Twitter

କର୍ଣ୍ଣାଟକ, (ବାଘୁଆବାର୍ତ୍ତା): ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଦେବାରୁ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରି ଦେଇଛନ୍ତି ଜଣେ ଯୁବକ। ବୁଧବାର କର୍ଣ୍ଣାଟକାର ହୁବଲୀରେ ଘଟିଛି ଏହି ଘଟଣା। ମୃତ ଯୁବତୀଙ୍କ ନାଁ ଅଞ୍ଜଳି ଅମ୍ବିଗେରା। ତାଙ୍କୁ ୨୦ ବର୍ଷ ହୋଇଥିଲା। ସେ ହୁବଲୀର ବୀରାପୁର ଓନି ଗାଁର ବାସିନ୍ଦା ଥିଲେ। ଅଭିଯୁକ୍ତଙ୍କ ନାଁ ବିଶ୍ୱ ଓରଫ ଗିରିଶ। ସେ ଫେରାର ହୋଇଯାଇଛନ୍ତି। ଆଜି ସକାଳେ ଅଞ୍ଜଳି ଘରେ ଶୋଇଥିବା ବେଳେ ବିଶ୍ୱ ତାଙ୍କ ଘରେ ପଶି ତାଙ୍କୁ ଛୁରୀ ଭୁସି ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପ୍ରେମ ନିବେଦନ କରି ବିଫଳ ହେବାରୁ ବିଶ୍ୱ ଏପରି ଏକ କାଣ୍ଡ ଘଟାଇଥିବା କୁହାଯାଉଛି। ତେବେ ସ୍ଥାନୀୟ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ହତ୍ୟା ପଛର କାରଣ ସ୍ପଷ୍ଟ ହେବ। ଫେରାର ବିଶ୍ୱଙ୍କୁ ଖୋଜି ବାହାର କରିବାକୁ ପ୍ରୟାସ କରୁଛି। ସେଥିପାଇଁ ଏକ ଟିମ୍ ଗଠନ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!