Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଡ଼ ଡକାୟତ ଗିରଫ, ୨୦ ରୁ ଉର୍ଦ୍ଧ୍ୱ ମାମଲାରେ ସାମିଲ

by ସଞ୍ଜୟ ସ୍ୱାଇଁ
March 25, 2024
in Crime, Nayagarh, State
ବଡ଼ ଡକାୟତ ଗିରଫ, ୨୦ ରୁ ଉର୍ଦ୍ଧ୍ୱ ମାମଲାରେ ସାମିଲ
713
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ପୁଲିସକୁ ମିଳିଛି ବଡ଼ ସଫଳତା । ୨୦ ରୁ ଉର୍ଦ୍ଧ୍ୱ ଚୋରି ଡକାୟତି ଭଳି ସଙ୍ଗିନ ଅପରାଧୀକ ମାମଲା ଥାଇ ଫେରାର ଥିବା ୱାରେଣ୍ଟିକୁ ଗିରଫ କରିବାରେ ସଫଳ ହୋଇଛି ଇଟାମାଟି ଥାନା ପୁଲିସ । ଇଟାମାଟି ଗ୍ରାମ ନାରାୟଣୀ ପାଟଣା ସାହିର ସହଦେବ ସ୍ୱାଇଁଙ୍କ ପୁଅ ମିଟୁ ଓରଫ ଏକେଇ ସ୍ୱାଇଁକୁ ପୁଲିସ ଗିରଫ କରିଛି । ତାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା ଓ ତାଙ୍କର ଗତିବିଧି ଉପରେ ଇଟାମାଟି ପୁଲିସ ନଜର ରଖିଥିଲା । ଗତ କାଲି ଇଟାମାଟି ସିନେମା ହଲ ପାଖରେ ବୁଲୁଥିବା ସମୟରେ ଚଢ଼ଉ କରାଯାଇ ତାକୁ ଗିରଫ କରାଯାଇଛି । କୋର୍ଟ ୱାରେଣ୍ଟ ନଂ ଏସଟି ୨୬/୨୦୨୧ – ୨୦୨୩ ରେ ବଳରେ ଗିରଫ କରାଯାଇ ଖଣ୍ଡପଡ଼ା ଦୌରା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାର ଜାମିନ ନାମଞ୍ଜୁର ହେବାରୁ ଖଣ୍ଡପଡ଼ା ଜେଲକୁ ପଠାଇ ଦିଆଯାଇଥିବା ଇଟାମାଟି ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ ସୁଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!