Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ ହଜାର ୮୦୦ ବୋତଲ କଫ୍ ସିରଫ ଜବତ, ୨୬ ଗିରଫ

by ସଞ୍ଜୟ ସ୍ୱାଇଁ
March 25, 2024
in Crime, State
୧୦ ହଜାର ୮୦୦ ବୋତଲ କଫ୍ ସିରଫ ଜବତ, ୨୬ ଗିରଫ
31
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ଆଜି ରାଜ୍ୟରୁ ବିପୁଳ ମାତ୍ରାରେ କଫ୍ ସିରଫ ଜବତ ହୋଇଛି । ସମ୍ବଲପୁରରୁ ବିପୁଳ ମାତ୍ରାରେ କଫ୍ ସିରଫ ଜବତ କରିଛି ଟାଉନ ଥାନା ପୋଲିସ । ୧୦ହଜାର ୮୦୦ବୋତଲ କଫ୍ ସିରଫ ଜବତ ସହ ଏହି ଘଟଣାରେ ପୋଲିସ ୨୬ ଜଣଙ୍କୁ ଗିରଫ କରିଛି । ଏହା ସହିତ ୨୦ ହଜାର ଟଙ୍କା, ୧ ଟ୍ରକ, ୧ ବୋଲେରୋ, ୨ ଅଟୋ ଓ ୨ ବାଇକ୍ ବି ପୋଲିସ ଜବତ କରିଛି । ଏହିସବୁ କଫ୍ ସିରଫ କୋଲକାତାରୁ ଆଣି ଚାଲାଣ କରାଯାଉଥିଲା ବୋଲି କହିଲେ ସମ୍ବଲପୁର ଏସ୍‌ପି । ଗିରଫଙ୍କ ମଧ୍ୟରୁ ଅନେକଙ୍କ ନାଁରେ ଅପରାଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତ ସମ୍ବଲପୁର, ସୋନପୁର ଓ ବରଗଡ ଅଞ୍ଚଳର ବୋଲି ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!