Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

by ସଞ୍ଜୟ ସ୍ୱାଇଁ
February 7, 2024
in Crime, State
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
27
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ,ଜଣେ ଗୁରୁତର । ମଙ୍ଗଳବାର ରାତିରେ କଳାହାଣ୍ଡି-ରାୟଗଡା ସୀମାନ୍ତ ଭାଟିପାସ ଗାଁର ଗୁରୁନାଥ ଗଉଡ଼ ନିଜ ସ୍ତ୍ରୀ ପୁଷ୍ପା ଗଉଡ଼କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ସ୍ତ୍ରୀକୁ ହତ୍ୟା କରିବା ପରେ ସେ ରକ୍ତମୁଖା ହେଇ ଗାଁ ସାରା ବୁଲି ବାଟରେ ଯାହାକୁ ଦେଖିଲେ ତାକୁ ମାରିବାକୁ ଗୋଡାଉଥିବା ଖବର ସାମ୍ନାକୁ ଆସିଥିଲା । ସେତେବେଳେ ସେହି ଗାଁର ଜଣେ ନାବାଳକ ଶିବଶଙ୍କର ପାଖାପାଖି ବୟସ ୧୨ ବର୍ଷ ହେବ । ନିଜ ଘରକୁ ଯାଉଥିବା ସମୟରେ ତାକୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଶିବଶଙ୍କରଙ୍କ ଅବସ୍ଥା ଗୁରୁତର ହେବାପରେ ମଧ୍ୟ ଗ୍ରାମବାସୀ ଡରରେ କେହି ବାହାରକୁ ଯିବାପାଇଁ ସାହସ କରି ପାରି ନଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଏହି ଗାଁଟି ଥୁଆମୁଳ ରାମପୁର ପାଖରେ ଥିଲେ ବି ରାୟଗଡା ଜିଲ୍ଲା କାଶୀପୁର ଥାନା ଅଧୀନରେ ଯାଉଥିବାରୁ କାଶୀପୁର ପୋଲିସ ଏବଂ ଥୁଆମୁଳରାମପୁର ପୋଲିସର ମିଳିତ ଉଦ୍ୟମରେ ଉଭୟ ମୃତ ଏବଂ ଆହତଙ୍କୁ ଥୁଆମୁଳରାମପୁର ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ଅଭିଯୁକ୍ତ ଗୁରୁନାଥଙ୍କୁ ଗିରଫ କରାଯାଇଥିଲା । ସେ କିଛି କହୁନଥିବାରୁ ଘଟଣାର କାରଣ କଣ ଏବଂ ସେ କଣ ପାଇଁ ଏଭଳି କାଣ୍ଡ ଘଟାଇଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନଥିବା ସୂଚନା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!