Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ଓ ବରିଷ୍ଠ ନାଗରିକଙ୍କ ଠାରୁ ଝାମ୍ପି ନେଉଥିଲେ ସୁନା ଗହଣା, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
January 17, 2024
in Crime, State
ମହିଳା ଓ ବରିଷ୍ଠ ନାଗରିକଙ୍କ ଠାରୁ ଝାମ୍ପି ନେଉଥିଲେ ସୁନା ଗହଣା, ବାନ୍ଧିଲା ପୁଲିସ
120
VIEWS
Share on FacebookShare on Twitter

ବାରଙ୍ଗ, (ବାଘୁଆବାର୍ତ୍ତା): ଏକୁଟିଆ ଦେଖି ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ କରୁଥିଲେ ଟାର୍ଗେଟ୍ । ଝାମ୍ପି ନେଉଥିଲେ ସୁନା ଅଳଙ୍କାର ସହ ମୋବାଇଲ୍ । ଭୁବନେଶ୍ବର ଚନ୍ଦକା ଥାନା ପୋଲିସ ହାତରେ ଧରା ପଡିଛନ୍ତି ଦୁଇ ସ୍ନାଚର୍ । ଗତ ଦୁଇ ଦିନ ପୂର୍ବରୁ ଜଣେ ମହିଳା ତାଙ୍କ ପରିବାର ସହ ଡେରାସ ବୁଲିବା ବେଳେ ଏକା ଦେଖି ଦୁଇ ଲୁଟେରା ତାଙ୍କ ବେକରୁ ୨୦ ଗ୍ରାମର ସୁନା ଚେନ୍ ଏବଂ ମୋବାଇଲ୍ ଲୁଟ୍ କରିଥିଲେ । ଏନେଇ ମହିଳା ଜଣକ ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ସ୍ନାଚର୍‌ଙ୍କୁ କାବୁ କରିଥିଲେ । ଗିରଫ ଦୁଇ ଲୁଟେରା ହେଲେ ରଜେଶ ଦାସ ଏବଂ ରାଜକିଶୋର ଧର ଲୁଟ୍ କରୁଥିଲେ । ଦୁଇ ଲୁଟେରାଙ୍କ ଠାରୁ ଗୋଟିଏ ୨୦ ଗ୍ରାମ ସୁନା ଚେନ୍, ମୋବାଇଲ୍ ଏବଂ ବାଇକ୍ ଜବତ କରିବା ସହ ଗିରଫ କରି ଚନ୍ଦକା ଥାନା ପୋଲିସ କୋର୍ଟ ଚାଲାଣ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!