Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ

by ସଞ୍ଜୟ ସ୍ୱାଇଁ
December 23, 2023
in Crime, State
୭ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ
110
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଡକ୍ୟୁମେଣ୍ଟ ଫର୍ଜରି କରି ଠକେଇ ମାମଲାରେ ସାଇବର ଥାନା ପୋଲିସକୁ ସଫଳତା । କ୍ରେଡିଟ୍ କାର୍ଡ ଠକେଇ ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତଙ୍କ ଗିରଫ ପରେ ବ୍ୟାଙ୍କ୍ ଅଧିକାରୀଙ୍କ ସମୃକ୍ତି ନେଇ ଖୋଳତାଡ଼ କରିବ । ରାକେଶ କୁମାରଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ତଦନ୍ତ ଆରମ୍ଭ କରିଥିଲା । ସାଇବର ଥାନା ହାତରେ ଲାଗିଲା କ୍ରେଡିଟ କାର୍ଡ ଠକ । ୫ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଏମାନଙ୍କ ଠାରୁ ୬ଟି ମୋବାଇଲ, ୪୫୦ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ, ୫୦ଟି ଚେକ ବୁକ୍, ୭୮ଟି ପାସବୁକ, ୬ଟି ସ୍ବାଇପ୍ ମେସିନ, ୩ ବସ୍ତା ମନି ରିସିପ୍ଟ ଜବତ ହୋଇଛି । ଅଜାଣତରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ଇସ୍ୟୁ କରାଯାଇଥିବା ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ କରୁଥିଲା । ଅଭିଯୁକ୍ତ ବିଜୁ ତ୍ରିପାଠୀ ଏହି କାର୍ଡ ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲା ପୋଲିସ I ୭ଲକ୍ଷରୁ ଅଧିକ ଟଙ୍କାର ଠକେଇ, ୪୫୦ଟି ଡେବିଟ କାର୍ଡ, ୪ଟି କିଓସ୍କି ମେସିନ ଏବଂ ଏକାଧିକ ବ୍ୟାଙ୍କ ପାସବୁକ ଜବତ ହୋଇଛି । ସେହି କ୍ରେଡିଟ କାର୍ଡକୁ ବିଭିନ୍ନ ବେସରକାରୀ ହସ୍ପିଟାଲରେ ଯାଇ ବିଲ କାଉଣ୍ଟରରେ ଲୋକମାନଙ୍କ କ୍ରେଡିଟ କାର୍ଡ ବ୍ୟବହାର କରି ଟଙ୍କା ନେଉଥିଲେ । ବିଭିନ୍ନ ବେସରକାରୀ ମେଡିକାଲର ବିଲିଂ କାଉଣ୍ଟରର ଲୋକ ସାମିଲ ଅଛନ୍ତି । ତଦନ୍ତରୁ ଜଣାପଡିଛି ଯେ, ବିଭିନ୍ନ ଲୋକଙ୍କ ନାଁରେ କ୍ରେଡିଟ କାର୍ଡ ବ୍ୟବହାର କରୁଥିବା କଥା ଜଣା ପଡିଛି । ୩ ବସ୍ତା ମନି ରିସିପ୍ଟ ମିଳିଛି ଯାହା ୨ କୋଟିରୁ ଅଧିକ ଟଙ୍କାର ହେବ ବୋଲି ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ୭ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!