Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନା ଲୁଟେରାକୁ ମାଡ଼ି ବସିଲେ ସ୍କୁଲ ପିଲା

by ସଞ୍ଜୟ ସ୍ୱାଇଁ
December 16, 2023
in Crime, State
ସୁନା ଲୁଟେରାକୁ ମାଡ଼ି ବସିଲେ ସ୍କୁଲ ପିଲା
155
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୁନା ଲୁଟ୍ କରି ଚମ୍ପଟ ମାରିବା ବେଳେ ମାଡ଼ିବସିଲେ ସ୍କୁଲ ପିଲା। ଆଜି ଦିନ ଦି’ପରେ ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। କମିଶନରେଟ୍ ପୁଲିସ୍ ଲୁଟେରାକୁ ଅଟକ ରଖି ପଚରାଉଚରା କରୁଛି। ସବୁଦିନ ପରି ଆଜି ପଳାଶୁଣି ଏସ୍‌ବିଆଇ ପାଖରେ ଥିବା ସୁନା ଦୋକାନ ଖୋଲିଥିଲା। ଆଉ ଦୋକାନ ଖୋଲି ବସିଥିଲେ ଦୋକାନୀ। ଅପରାହ୍ନରେ ଜଣେ ଯୁବକ ହାତ ସ୍ପ୍ରେ କରି ଦୋକାନରେ ପଶିଥିଲା। ସେ ପ୍ରଥମେ ଦୋକାନୀଙ୍କ ମୁହଁରେ ସ୍ପ୍ରେ କରିଥିଲା। ତା’ପରେ ଗହଣା ପତ୍ର ଧରି ଚମ୍ପଟ ମାରୁଥିଲା। ଦୋକାନୀ ଜଣକ ଚିତ୍କାର କରିବାରୁ ସେହି ରାସ୍ତା ଦେଇ ଯାଉଥିବା ସ୍କୁଲ ପିଲାମାନେ ଚୋରକୁ ମାଡ଼ି ବସିଥିଲେ। ସ୍କୁଲ ପିଲାମାନେ ଚୋରକୁ ଧରି ସ୍ଥାନୀୟ ଲୋକଙ୍କୁ ଦେଇଥିଲେ। ସ୍ଥାନୀୟ ଲୋକେ ତା’ ହାତ ବାନ୍ଧି ବହେ ଛେତିଥିଲେ। ଯିଏ ଯେମିତି ପାରିଲା ଛେତି ଚାଲିଲା। ମଞ୍ଚେଶ୍ୱର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ କବଳରୁ ଚୋରକୁ ଉଦ୍ଧାର କରିଥିଲେ। ପୁଲିସ ଯୁବକକୁ ଅଟକ ରଖି ଜେରା କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!