ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଗୁଜୁମାପଦର ଗାଁରେ ଡବଲ ମର୍ଡର । ଦୁଇ ବର୍ଷର ପୁଅକୁ ହତ୍ୟା କଲା ବାପା । ପ୍ରତିବାଦ କରିବାରୁ ପଡ଼ୋଶୀ ବୃଦ୍ଧାକୁ ମଧ୍ୟ ମାରିଦେଲା । ହତ୍ୟାକାରୀ ଜଣକ ରାଧା ସାନ୍ତା । ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କଲା ପୋଲିସ ।