ଫୁଲବାଣୀ, (ବାଘୁଆବାର୍ତ୍ତା): ଫୁଲବାଣୀ ଖଜୁରିଆପଡାରେ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ। ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ୍। ଏଥିସହ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଦୁଇ ଜଣ ସମ୍ପର୍କରେ ଦଦା ପୁତୁରା ହେବେ ବୋଲି ଜଣାପଡିଛି। କଲାରାପତିଆ ବାଘ ଛାଲ ଅନୁମାନିକ ମୂଲ୍ୟ ପାଖାପାଖି ୧୦ ଲକ୍ଷ ହେବ ବୋଲି ଜଣାପଡିଛି।





