Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଅକୁ ଜେଲ୍ ପଠାଇଲା ବାପା

by ସଞ୍ଜୟ ସ୍ୱାଇଁ
April 17, 2023
in Crime, State
ପୁଅକୁ ଜେଲ୍ ପଠାଇଲା ବାପା
352
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗିରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁଦ ଘଟଣା । ପୁଅକୁ ଜେଲ ପଠାଇଛି ବାପା । ଯେଉଁ ପୁଅର ଅଳିଅଝଟ ସହି ବଡ଼ କରିଥିଲା ବଡ଼ ବାପା। ଏପରି ସମୟ ଆସିଲା ସେହି ପୁଅକୁ ଜେଲ ପଠାଇବାକୁ ବାଧ୍ୟ ହେଲା। ଘଟଣା ଘଟିଛି ବଲାଙ୍ଗିରରେ ସହରର ରାଜୀବନଗର ପଡାରେ। ବାପା ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ଏତଲା ଆଧାରରେ ପୁଅ ନୀଳକଣ୍ଠ ପଟ୍ଟନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ନୀଳକଣ୍ଠ ଓରଫ୍ ଆଲୋକ ନାଁରେ ହତ୍ୟା ଉଦ୍ୟମ, ଲୁଟ୍ ଭଳି ବହୁ ଅପରାଧିକ ମାମଲା ଥିଲା। ଏନେଇ ନୀଳକଣ୍ଠ ଜେଲ ଯାଇ ଜାମିନରେ ଆସିଥିଲେ। ଏହାପରେ ପୁଣି ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଥିଲେ। ଏପରିକି ନିଜ ଘରେ ଆସବାବପତ୍ର ଭାଙ୍ଗିବା ସହିତ ମାଡପିଟ୍ ମଧ୍ୟ କରୁଥିଲେ। ଶେଷରେ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ନୀଳକଣ୍ଠଙ୍କ ବାପା ଲକ୍ଷ୍ମୀକାନ୍ତ ଟାଉନ ଥାନାରେ ପୁଅ ନାଁ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ନୀଳକଣ୍ଠଙ୍କୁ ଗିରଫ କରି ଜେଲ ପଠାଇଛି। ଲକ୍ଷ୍ମୀକାନ୍ତଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ ଓ ଭୁଜାଲିକୁ ପୁଲିସ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!