Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ୍‌କୁ ଚକମା ଦେଇ ଚମ୍ପଟ ମାରିଲା କଏଦୀ

by ସଞ୍ଜୟ ସ୍ୱାଇଁ
April 11, 2023
in Crime, State
ପୁଲିସ୍‌କୁ ଚକମା ଦେଇ ଚମ୍ପଟ ମାରିଲା କଏଦୀ
67
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): କୋର୍ଟରେ ହାଜର ହୋଇ ଜେଲ୍‌କୁ ଆସୁଥିଲା ଡକାୟତି ମାମଲାରେ ଗିରଫ ହୋଇଥିବା କଏଦୀ। ହେଲେ ଜେଲ୍ ଗେଟ୍ ପାର୍ଶ୍ୱରୁ ପୁଲିସ୍‌କୁ ଚକମା ଦେଇ ଚମ୍ପଟ ମରିଲା। ଆଜି ଅପରାହ୍ନରେ ଏପରି ଘଟଣା ନବରଙ୍ଗପୁରରେ ଘଟିଛି। ଚମ୍ପଟ ମାରିଥିବା କଏଦୀକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଡକାୟତ ମାମଲାରେ ଖାତିଗୁଡ଼ା ଥାନା ପୁଲିସ୍ ହାତରେ ଧରା ପଡ଼ି ଜେଲ୍ ଯାଇଥିଲା ଲୁକୁ ଭୁମିଆ। ସେ ନବରଙ୍ଗପୁର ସବ୍‌ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିଲା। ଆଜି କୋର୍ଟରେ ହାଜର ହେବା ପାଇଁ ପୁଲିସ୍ ଭ୍ୟାନରେ ନବରଙ୍ଗପୁର କୋର୍ଟକୁ ନିଆଯାଇଥିଲା। କୋର୍ଟରେ ହାଜର ପରେ ଭ୍ୟାନ୍‌ରେ ଜେଲ୍‌କୁ ଫେରୁଥିଲା। ତେବେ ଜେଲ୍ ପାର୍ଶ୍ୱରେ ରାସ୍ତା କାମ ଚାଲୁଥିବା ଭିତରକୁ ଯାଇପାରିନଥିଲା ଭ୍ୟାନ୍‌। ତେଣୁ ସେଠାରେ ଗାଡ଼ି ଅଟକିଥିଲା। ଏହାର ସୁଯୋଗ ନେଇ ଲୁକୁ ସେଠାରୁ ଚମ୍ପଟ ମାରିଥିଲା। ତା’ପଛରେ ପୁଲିସ କର୍ମଚାରୀମାନେ ଦୌଡ଼ିଥିଲେ। ମାତ୍ର ତାକୁ ଧରିପାରିନଥିଲେ। ଚମ୍ପଟ ମାରିଥିବା କଏଦୀ ଲୁକୁକୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାତ୍ର ବର୍ତ୍ତମାନ ତା’ର ପତ୍ତା ପାଇନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!