Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ ବଡ଼ ଠକ ଜିବେ ରିମାଣ୍ଡରେ, ନୟାଗଡ଼ରେ ଅଧିକ ଚୁନ ଲଗାଇଛନ୍ତି ବିଭୁତି

by ସଞ୍ଜୟ ସ୍ୱାଇଁ
April 10, 2023
in Crime, Nayagarh, State
୨ ବଡ଼ ଠକ ଜିବେ ରିମାଣ୍ଡରେ, ନୟାଗଡ଼ରେ ଅଧିକ ଚୁନ ଲଗାଇଛନ୍ତି ବିଭୁତି
701
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସରକାରୀ ଚାକିରୀ ଦେବାକୁ କହି ଗିରଫ ହୋଇଛନ୍ତି ବିଭୂତି ଭୂଷଣ ମିଶ୍ର । ଗ୍ରାମ୍ୟ ଉନ୍ନୟନ ବିଭାଗ ନୟାଗଡ଼ ଡିଭିଜନରେ କାର‌୍ୟ୍ୟରତ ଅଭିଯୁକ୍ତ ବିଭୂତି । ସେ ପୁରୀରୁ ବଦଳି ହୋଇ ନୟାଗଡ଼ ଆସିଥିଲେ । ନୟାଗଡ଼ରୁ ତାଙ୍କୁ ରଣପୁର ଡିଭିଜନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେ ୱାର୍କ ସାଇଡର କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ନୟାଗଡ଼ ରଣପୁର ସମେତ ଅନେକ ଲୋକଙ୍କୁ ଚୁନ ଲଗାଇଛନ୍ତି ବିଭୁତି । ଚାକିରି ଦେବା ନାଁରେ ଅନେକ ଅର୍ଥ ହରିଲୁଟ କରିଛନ୍ତି । ତିନି ଶହ ଚାକିରି ଆଶାୟୀଙ୍କ ଠାରୁ ଚାରି କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ କରି ବିଭିନ୍ନ ହୋଟେଲ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି । ଦୁଇ ଠକଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ଜଣେ ଚାକିରୀ ଦେବା ନାଁରେ ଠକୁଥିଲେ ଆଉ ଜଣେ ପୋଷ୍ଟାଲ ଜମା ଟଙ୍କା ହଡପ କରୁଥିଲେ । ଠକଙ୍କୁ ରିମାଣ୍ଡରେ ନେବ ଲକ୍ଷ୍ମୀସାଗର ଥାନା ଓ ଲିଙ୍ଗରାଜ ଥାନା ପୋଲିସ । ସେହିପରି ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ ରିମାଣ୍ଡରେ ଆଣିବ ଲିଙ୍ଗରାଜ ଥାନା । ୯୮ ଜମାକାରୀଙ୍କ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ୪୨୦ ମହିଳା ଚଳୁ କରିଛନ୍ତି । ଏ ନେଇ ପୋଲିସ ଖୁବଶୀଘ୍ର କୋର୍ଟରେ ଆବେଦନ କରିବ । ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିଣ୍ଡିକେଟର ହେବ ଖୋଳତାଡ଼ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!