Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫିନାଇଲ ବିକାରୁ କୋଟିପତି, ଠକ ମାଷ୍ଟର, ବାନ୍ଧିଲା EOW

by ସଞ୍ଜୟ ସ୍ୱାଇଁ
April 7, 2023
in Crime, State
ଫିନାଇଲ ବିକାରୁ କୋଟିପତି, ଠକ ମାଷ୍ଟର, ବାନ୍ଧିଲା EOW
254
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଫିନାଇଲ ବିକାଳିରୁ କୋଟିପତି। ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକେଇ।ଠକ ନୀଲେଶ କରକୁ ଗିରଫ କଲା EOW । କ୍ଳାଉଡ଼ ଫଟ କମ୍ପାନୀର ଜିଲ୍ଲା ମୁଖ୍ୟ କହି ଲୋକଙ୍କୁ ଚୁନା ଲଗାଇଥିଲେ ଠକ। ଠକ ନୀଲେଶ କରକୁ ଗିରଫ କଲା EOW। ବାଲେଶ୍ୱରରୁ ଏହି ଠକକୁ ଗିରଫ କରିଛି EOW। ତା ନିକଟରୁ ନକଲି ଆରବିଆଇ ର୍ଟିଫିକେଟ ଓ ନକଲି କାଗଜ ପତ୍ର ଜବତ କରିଛି EOW। ଓଡିଶାରୁ ୨୦୦ରୁ ଅଧିକ ଲୋକଙ୍କ ଠାରୁ ଠକେଇ କରିଥିବା EOW ତଦନ୍ତରୁ ଜାଣିବାକୁ ପାଇଛି। ଭାରତରେ ୮୦ ହଜାରରୁ ଅଧିକ ଲୋକ କ୍ଳାଉଡ଼ ଫଟ ଆପକୁ ଡାଉନଲୋଡ଼ କରିଛନ୍ତି। ତେବେ ଦେଶ ସାରା ୮୦ହଜାର ରୁ ଅଧିକ ଲୋକ ଠକେଇ ହୋଇ ଥାଇ ପାରନ୍ତି ବୋଲି ଅନୁମାନ କରୁଛି EOW। ଏହି ଠକେଇ ଘଟଣାରେ ମୁଖ୍ୟଅଭିଯୁକ୍ତ କେଉଁଟି ଅଛି ତାକୁ ଖୋଜୁଛି ପୋଲିସ। ଗତ ୪ଦିନ ତଳେ ବାଲେଶ୍ୱର ମହାମାନ୍ୟ ଜେନା ଠକେଇ ନେଇ EOW ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଅର୍ଥନୈତିକ ଅପରାଧ ଶାଖା। ଠକେଇ ଘଟଣାରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ନୀଲେଶ କର କୁ 4ଦିନିଆ ରିମାଣ୍ଡ ଆଣି ଖୋଳ ତାଡ଼ କରିବ EOW।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!