Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ବାଦିକାଙ୍କୁ ପୁଲିସ ଏସଆଇଙ୍କ ଯୌନ ନିର୍ଯାତନା, ନିଲମ୍ବିତ ହେଲେ ଏସଆଇ

by ସଞ୍ଜୟ ସ୍ୱାଇଁ
April 3, 2023
in Crime, State
ପୋଲିସ ଏସଆଇଙ୍କୁ ଗିରଫ କଲା ପୋଲିସ, ଦୁଷ୍କର୍ମ ଅଭିଯୋଗ, ଥିଲେ ଝିଅ ହେଲେ ପୁଅ
283
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ଥାନା ଏସ୍‌ଆଇ। ଏସ୍‌ଆଇ ତପସ୍ୱିନୀ ମହାପାତ୍ର ଗିରଫ ହୋଇ ଜେଲ୍‌ ଯିବା ପରେ ଭଦ୍ରକ ଏସ୍‌ପି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ତାଙ୍କ ବେଲ୍‌ ପିଟିସନ୍‌ ଆବେଦନର ଶୁଣାଣି ଆଜି ଭଦ୍ରକ SDJM କୋର୍ଟରେ କରାଯିବ। SI ତପସ୍ୱିନୀ ମହାପାତ୍ର ମହିଳା ସାମ୍ବାଦିକାଙ୍କ ସହ ୨୦୨୧ରୁ ସମ୍ପର୍କରେ ଥିଲେ। ଦୁଇ ଜଣ ସେବେଠାରୁ ଏକାଠି ରହୁଥିଲେ। ହେଲେ ଗତକାଲି ସାମ୍ବାଦିକା ଜଣକ SIଙ୍କ ନାଁରେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଯୌନ ନିର୍ଯାତନା ଦେବା, ବିବାହର ପ୍ରତିଶୃତି ଦେଇ ବିବାହ ନକରିବା ଏବଂ ତାଙ୍କୁ ହତ୍ୟା ଧମକ ଦେବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ପ୍ରାଥମିକ ତଦନ୍ତ କରି ସଂପୃକ୍ତ ମହିଳା ଏସ୍‌ଆଇଙ୍କୁ ଗିରଫ କରିଥିଲେ। ଗିରଫ ପରେ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ଅଣାଯାଇ ଥିଲେ ମଧ୍ୟ ମହିଳା ସାମ୍ବାଦିକା ସହଯୋଗ କରିନଥିଲେ। ଡାକ୍ତରୀ ରିପୋର୍ଟରେ ଅଭିଯୁକ୍ତ SI ଜଣକ ମହିଳା ବୋଲି ଉଲ୍ଲେଖ ରହିଛି। ଘଟଣାରେ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!