Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଟପା ଚଢ଼ଉରେ ୫,୨୦୦ ଟଙ୍କା ଜୋରିମାନା ଆଦାୟ

by ସଞ୍ଜୟ ସ୍ୱାଇଁ
March 20, 2023
in Crime, State
କୋଟପା ଚଢ଼ଉରେ ୫,୨୦୦ ଟଙ୍କା ଜୋରିମାନା ଆଦାୟ
130
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ୍‌ର କାର‌୍ୟ୍ୟାନ୍ଵୟନ ନେଇ ଆଜି ମଧ୍ୟ ଚଡ଼ଉ କରାଯାଇଥିଲା । ଭଦ୍ରକ ଜିଲ୍ଲା ସଦର ମହକୁମା ମୁଖ୍ୟ ଡ଼ାକ୍ତରଖାନା ସମ୍ମୁଖ ଅଞ୍ଚଳରୁ ଚାନ୍ଦବାଲି ବାଇପାସ ରାସ୍ତାନ୍ତ୍ରିତ ବଜାର ସହ ଚରମ୍ପା ଅଞ୍ଚଳରେ ବିଭିନ୍ନ ଦୋକାନମାନଙ୍କରେ ଏହି ଧରପଗଡ଼ କରାଯାଇଥିଲା । ଏହି ଚଢ଼ାଉ ରେ ସମୁଦାୟ ୨୭ ଜଣ ଦୋକାନୀଙ୍କ ଠାରୁ ସମୁଦାୟ ୫,୨୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ମେଡ଼ିକାଲ ରାସ୍ତାରେ ୧୬ଜଣ ଦୋକାନୀଙ୍କ ଠାରୁ ୩,୨୦୦ଟଙ୍କା ଏବଂ ଚରମ୍ପା ବଜାରରେ ୧୧ ଜଣ ଦୋକାନୀଙ୍କ ଠାରୁ ୨,୦୦୦ ଟଙ୍କା ସମୁଦାୟ ୫,୨୦୦ ଟଙ୍କା ଜୋରିମାନା ବାବଦ ଆଦାୟ କରାଯାଇଥିଲା । ଦୋକାନ ମାନଙ୍କରୁ ଜବତ କରାଯାଇଥିବା ଆଇନାନୁଯାୟୀ ନିଷେଧ ଥିବା ତମାଖୁ ଜାତୀୟ ଦ୍ରବ୍ୟ ସବୁକୁ ନଷ୍ଟ କରିଦିଆଯାଇଥିଲା । ସ୍ଵାସ୍ଥ୍ୟ ବିଭାଗ ତରଫରୁ ଏପିଡେମିଲୋଜିଷ୍ଟ ଡ଼ା.କାଶୀନାଥ ପଣ୍ଡା, ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ ରାଉତ, ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ ଏବଂ ପୋଲିସ୍ ବିଭାଗ ତରଫରୁ ଏସ୍.ଆଇ. ରୂପଶ୍ରୀ ସ୍ୱାଇଁ, ଏସ୍.ଆଇ. ରିଜାବାଳା ନାୟକ ପ୍ରମୁଖଙ୍କ ଦ୍ବାରା ଏହି ଧରପଗଡ଼ କାର‌୍ୟ୍ୟ ପରିଚାଳନା କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!