Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଅର ଅପହରଣ ମାମଲାକୁ ପୋଲିସର ଅଣଦେଖା କୁ ନେଇ ଏସପିଙ୍କ ଦ୍ୱାରସ୍ଥ ହେଲେ ବାପା

by ସଞ୍ଜୟ ସ୍ୱାଇଁ
January 19, 2023
in Crime, State
ଝିଅର ଅପହରଣ ମାମଲାକୁ ପୋଲିସର ଅଣଦେଖା କୁ ନେଇ ଏସପିଙ୍କ ଦ୍ୱାରସ୍ଥ ହେଲେ ବାପା
73
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଝିଅର ଅପହରଣ ହେଲା ସନ୍ଧ୍ୟାରେ ଖୋଜାଖୋଜି ପରେ ପର ଦିନ ସଖାଳୁ ଥାନାରେ ଏତଲା ଦେଲେ ଝିଅର ବାପା କିନ୍ତୁ ଚାରି ଦିନପରେ ମଧ୍ୟ ଏଯାଏଁ ମାମଲା ରୁଜ୍ଜୁ ହୋଇନାହିଁ ଥାନାରେ । ସୂଚନାମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ଗ୍ରାମର ପ୍ରହଲ୍ଲାଦ ଜେନାଙ୍କ ନାବାଳିକା ଝିଅ କୁମାରୀ ଜେନା (ଛଦ୍ମ ନାମ )ଗତ ୧୫ ତାରିଖ ସନ୍ଧ୍ୟାରେ ନିଖୋଜ ହୋଇଯାଥିଲେ ବହୁ ଖୋଜା ଖୋଜି ପରେ ବାପା ପ୍ରହଲ୍ଲାଦ ଜାଣିବାକୁ ପାଇଲେ କି ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଛି ଏବଂ ଅପହରଣ କାରୀଙ୍କ ପରିବାର ସହ ଯୋଗାଯୋଗ କରିବାରୁ ଓଲଟା ଧମକ ଚମକ ଦେବା ସହ ଏକୁଟିଆ ଆସି ଝିଅକୁ ନେଇଯିବାକୁ ପ୍ରହଲ୍ଲାଦ ଙ୍କୁ କହିଥିଲେ । ତେଣୁ ପ୍ରହଲ୍ଲାଦ ଭୟରେ ତାପର ଦିନ ଅର୍ଥାତ ୧୬ ତାରିଖ ଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପ୍ରହଲ୍ଲାଦ । ଗତକାଲି ଅର୍ଥାତ ୧୮ ତାରିଖ ରେ କୌଣସି ସୂତ୍ରରୁ ଖବର ପାଇଥିଲେ ପ୍ରହଲ୍ଲାଦ କି ତାଙ୍କ ଝିଅ ଆସିଆନା ରେ ଅଛି ଏବଂ ଅପହରଣ କରି ଥାନାରେ ଅଟକ ଅଛି ତେଣୁ ପ୍ରହଲ୍ଲାଦ ପ୍ରଥମେ ନିଜ ଝିଅକୁ ଦେଖିବା ପାଇଁ ଆସିଆନା ଯାଇଥିଲେ ଏବଂ ଝିଅକୁ ଦେଖି ଆଶର‌୍ୟ୍ୟ ହୋଇଯାଇଥିଲେ କାରଣ ଝିଅର ମାନସିକ ଓ ଶାରୀରିକ ଅବସ୍ଥା ଭଲ ନଥିଲା ବୋଲି କହିଛନ୍ତି ପ୍ରହଲ୍ଲାଦ । ଗ୍ରାମାଞ୍ଚଳ ଥାନାରେ ପହଂଚି ନିଜ ଝିଅକୁ ନ୍ୟାୟ ପ୍ରଦାନ ଦାବିରେ ବାପା ପ୍ରହଲ୍ଲାଦ ଏତଲାକୁ କୁ ପଞ୍ଜିକୃତ କରିବାକୁ କହିଥିବା ବେଳେ ଥାନା ବାବୁ କିନ୍ତୁ ନାରାଜ ହୋଇଥିଲେ ପଞ୍ଜିକୃତ କରିବା ପାଇଁ । ତେବେ ବାରମ୍ବାର ଅନୁରୋଧ ପରେ ଗ୍ରାମାଞ୍ଚଳ ଥାନାରେ ମାମଲା ପଞ୍ଜିକୃତ ନହେବାରୁ ଝିଅକୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଆରକ୍ଷୀ ଅଧିକ୍ଷକ ଙ୍କୁ ଗୁହାରି ଜଣାଇବା ସହ ଦୋଷୀ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବପାଇଁ ଅନୁରୋଧ କରିଛନ୍ତି ଅପହରଣ ହୋଇଥିବା ଝିଅର ବାପା ଓ ମା ।

 

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!