Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିନ ଦ୍ଵିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ

by ସଞ୍ଜୟ ସ୍ୱାଇଁ
November 2, 2022
in Crime, State
ଦିନ ଦ୍ଵିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ
35
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ଦିନ ଦ୍ଵିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ। ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ଲୋକେ। ନୂଆପଡ଼ା ସଦର ଥାନା ସିରତୋଲ ଛକ ନିକଟରେ ଏକ ମୋବାଇଲ ଦୋକାନରେ ବନ୍ଧୁକ ଦେଖାଇ ଜଣେ ଯୁବକ ଲୁଟ୍ ଉଦ୍ୟମ କରିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରି ପୁଲିସକୁ ଜିମା ଦେଇଛନ୍ତି । ସିରତୋଲ ଛକରେ ଦୁଷ୍ମନ୍ତ ଗୁରୁ ନାମକ ଜଣେ ଯୁବକ ବଦଳ ଇନଫୋଟେକ୍ ମୋବାଇଲ ଓ ଅନଲାଇନ୍ ଦୋକାନ କରିଛନ୍ତି । ଆଜି ମଧ୍ୟାହ୍ନରେ ଜଣେ ଅଜଣା ଯୁବକ ଦୋକାନକୁ ଆଧାର କାର୍ଡ ତିଆରି କରିବା ବାହାନାରେ ଆସିଥିଲେ । ସେଠାରେ ଦୋକାନ ମାଲିକ ଦୁଷ୍ମନ୍ତ ଏକାକୀ ଥିବାର ସୁଯୋଗ ନେଇ ଅଜଣା ଯୁବକ ଜଣଙ୍କ ଦୋକାନରେ ଲୁଟ୍ କରିବାକୁ ଯୋଜନା କରିଥିଲେ। ବ୍ୟାଗରୁ ବନ୍ଧୁକ ବାହାର କରି ଦୁଷ୍ମନ୍ତଙ୍କ ମୁଣ୍ଡରେ ଲଗାଇ ଦୋକାନରେ ଯେତେ ଟଙ୍କା ଅଛି ଦିଅ, ନହେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏହି ସମୟରେ ଦୁଷ୍ମନ୍ତ ଚିତ୍କାର କରି ବନ୍ଧୁକକୁ ଧରିଥିଲେ । ସ୍ଥାନୀୟ ଲୋକେ ଧାଇଁ ଆସି ଲୁଟେରାଙ୍କୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧିଥିଲେ। ପରେ ପୁଲିସ ଜିମା ଦେଇଥିଲେ। ପୋଲିସ ଏବେ ଲୁଟେରାକୁ ହେପାଜତକୁ ନେଇ ପଚରାଉଚୁରା କରୁଛି। ଯୁବକଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!