Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତୁଳସୀ ଚଉରା ମୂଳେ ମହିଳା ପୂଜା କରୁଥିବା ବେଳେ ତାଙ୍କ ବେକରୁ ଚେନ୍‌ ଛିଣ୍ଡାଇ ନେଲା ଲୁଟେରା

by ସଞ୍ଜୟ ସ୍ୱାଇଁ
October 26, 2022
in Crime, State
ତୁଳସୀ ଚଉରା ମୂଳେ ମହିଳା ପୂଜା କରୁଥିବା ବେଳେ ତାଙ୍କ ବେକରୁ ଚେନ୍‌ ଛିଣ୍ଡାଇ ନେଲା ଲୁଟେରା
322
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରଥମେ ଘର ନିକଟରେ ବୁଲାବୁଲି କଲା ଲୁଟେରେ। ଏପଟେ ସେପଟ ଚାହିଁଲା ମହିଳା ଜଣଙ୍କ ତୁଳସୀ ଚଉରା ମୂଳେ ପୂଜା କରୁଥିବା ବେଳେ ତାଙ୍କ ବେକରୁ ଚେନ୍‌ ଛିଣ୍ଡାଇ ନେଇ ଚମ୍ପଟ ମାରିଲା। ଏପରି ଘଟଣା ରାଜଧାନୀ ଘଟିଛି ଭୁବନେଶ୍ୱରରେ। ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। ଗତ ସୋମବାର ଦିନ ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ରହୁଥିବା ଜଣେ ମହିଳା ନିଜଘର କ୍ୟାମ୍ପସ ଭିତରେ ତଳସୀ ଚଉରା ମୂଳେ ପୂଜା କରୁଥିଲେ। ଲୁଟେରା ଜଣଙ୍କ ପ୍ରଥମେ ଆସି ଗେଟ୍‌ ବାହାରେ ଏପଟ ସେପଟ କରି ଚାରିଆଡ଼କୁ ଅନାଇଥିଲା। ପରେ ସୁଯୋଗ ମିଳିବା କ୍ଷଣି ଗେଟ୍ ଦେଇ ବାହାର ପଟୁ ହାତ ବଢ଼ାଇ ମହିଳାଙ୍କ ବେକରୁ ଚେନ୍ ଝାମ୍ପିନେଇ ଚାଲିଗଲା। ଘର ନିକଟରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। ଏନେଇ ମହିଳାଙ୍କ ପରିବାର ଲୋକ ନୟାପଲ୍ଲୀରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସିସିଟିଭି ଆଧାର କରି ଘଟଣାର ତଦନ୍ତ କରୁଛି। ରାଜଧାନୀ ଭୁବନେଶ୍ୱରରେ ଲୁଟେରାମାନେ ଦିନ ଦି’ପହରରେ ଲୁଟ୍ କରି କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!