Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୨୪ ବୋତଲ ବିଦେଶୀ ମଦ ଜବତ, ୫ ଗିରଫ

by ସଞ୍ଜୟ ସ୍ୱାଇଁ
September 4, 2021
in Crime
୨୨୪ ବୋତଲ ବିଦେଶୀ ମଦ ଜବତ, ୫ ଗିରଫ
66
VIEWS
Share on FacebookShare on Twitter

ରାଜଗାଙ୍ଗପୁର, (ବାଘୁଆବାର୍ତ୍ତା): ରାଜଗାଙ୍ଗପୁର ସହରରେ ବେଆଇନ୍ ମଦ ଓ ଡ୍ରଗ୍ସ କରବାରକୁ ରାଜଗାଙ୍ଗପୁର ପୋଲିସ ଚାଲେଞ୍ଜ କରି ଚଲାଇଲେ କିଛି ବେପାରୀ। ସହରରେ ଥିବା ବିଭିନ୍ନ ଢ଼ାବା ମାନଙ୍କରେ ଚାଲିଥିଲା ଖୁଲମ୍ ଖୁଲା ମଦ ବିକ୍ରି। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆକ୍ସନ ମୋଡ଼କୁ ଆସିଥିଲା ଜିଲ୍ଲା ପ୍ରଶାସନ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବାର ମାତ୍ର ୨ଦିନ ଭିତରେ ରାଜଗାଙ୍ଗପୁର ପୋଲିସ ଆକ୍ସନ ନେଇଛି । ଢ଼ାବା ଗୁଡ଼ିକରେ ଖୁଲମ ଖୁଲା ମଦ ବିକ୍ରି ଚାଲିଥିବା ବେଳେ ହଠାତ ଚଢ଼ଉ କରିଥିଲା ପୋଲିସ। ଏହି ମାମଲାରେ ସଂପୃକ୍ତି ଥିବା ମୁଖ୍ୟ ଅପରାଧୀ ସମେତ ୫ଜଣକୁ ଗିରଫ କରିଛି। ଏଥି ସହିତ ବିପୁଳ ପରିମାଣ ମଦ ଜବତ କରିଛି ରାଜଗାଙ୍ଗପୁର ପୋଲିସ। ଗତ କାଲି ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଥିବା ଢ଼ାବାରେ ଅତର୍କିତ ଚଢ଼ାଉ କରାଯାଇ ଥିଲା । ଏହି ଚଢ଼ାଉ ରେ ପୋଲିସ ଢ଼ାବା ଗୁଡିକ ରୁ ୨୨୪ ବୋତଲ (୧୧୩.୮୦ଲିଟର )ବିଦେଶୀ ମଦ ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ୍ୟ ଟଙ୍କା ହେବ ତାହାକୁ ଜବତ କରିଛି । ପୋଲିସ ଅଭିଯୁକ୍ତ ଢ଼ାବା ମାଲିକଙ୍କ ନାମରେ କେଶ ନମ୍ବର ୨୮୭,୨୮୮,୨୮୯,୨୯୦,୨୯୧,୨୯୨ ୟୁ /ଏସ ୫୨(ବ)ସ ରେ ମାମଲା ରୁଜ କରିଛି । ରାଜଗାଙ୍ଗପୁର ପୋଲିସର ଏଭଳି କାର୍ୟ୍ୟକୁ ନେଇ ଜନ ସାଧାରଣ ରେ ଚର୍ଚ୍ଚା ହେଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!