Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁ ଲୋକଙ୍କ ହାତରେ ଧରା ପଡିଲା ଡକାୟତ

by ସଞ୍ଜୟ ସ୍ୱାଇଁ
October 23, 2022
in Crime, State
ଗାଁ ଲୋକଙ୍କ ହାତରେ ଧରା ପଡିଲା ଡକାୟତ
135
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ଗ୍ରାମବାସୀଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲା ୪୦ରୁ ଉର୍ଦ୍ଧ୍ଵ ମାମଲାରେ ସଂପୃକ୍ତ ଡକାୟତ। ଏଥିସହ ବଡ ଧରଣ ଡକାୟତ ଯୋଜନା ପଣ୍ଡ ହୋଇଛି। ଘଟଣାରେ ଦୁଇ ଦୁର୍ବୃତ୍ତ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପୋଲିସ ଡକାୟତ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି। ଗତକାଲି ବିଳମ୍ବିତ ରାତିରେ ସୋର ଥାନା ସବିରା ପଂଚାୟତ ଦଣ୍ଡପଳସ । ଗ୍ରାମ ଜଙ୍ଗଲରେ ତିନି ସନ୍ଦିଗ୍ଧ ତିନି ବାଇକ୍‌ରେ ଆସିଥିଲେ । ତେବେ ଗାଁ ଲୋକେ ଜାଣିପାରି ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ମନ୍ଦରୀ ଗାଁର କୁଖ୍ୟାତ ଡକାୟତ ବୃନ୍ଦାବନ ବେହେରାକୁ କାବୁ କରି ନିର୍ଧୁମ ଚେଛିବା ସହ ପୋଲିସ ଜିମା ଦେଇଥିଲେ। ଗାଁ ଲୋକେ ତାଠାରୁ ଲୁହା ରଡ଼, ହାତୁଡି, ଶାବଳ ଏକ ବାଇକ ଓ ଚାବି ଭଙ୍ଗା ରଡ଼ ଜବତ କରି ପୋଲିସ ଜିମା ଦେଇଛନ୍ତି । ଅନ୍ୟ ଦୁଇ ଡକାୟତ ଘଟଣା ସ୍ଥଳରୁ ଫେରାର ହୋଇଯାଇନ୍ତି । ବୃନ୍ଦାବନ ନାମରେ ଭଦ୍ରକ ବାଲେଶ୍ୱର ଓ ରାଜ୍ୟର ଅନ୍ୟ ଜିଲ୍ଲା ଥାନା ମାନଙ୍କରେ ୪୦ ରୁ ଉର୍ଦ୍ଧ ଡକାୟତ ମାମଲା ରୁଜୁ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!