Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ଟି ବାଣ ବୋଝେଇ ଗାଡି ଜବତ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
October 18, 2022
in Crime, State
୨ଟି ବାଣ ବୋଝେଇ ଗାଡି ଜବତ, ୨ ଗିରଫ
40
VIEWS
Share on FacebookShare on Twitter

ଆଠଗଡ଼, (ବାଘୁଆବାର୍ତ୍ତା): ଆଗକୁ ଆସୁଛି ଦୀପାବଳୀ। ବେଆଇନ ବାଣ ଚାଲାଣ ରୋକିବାକୁ ପୋଲିସର ଜୋରଦାର ପ୍ରସ୍ତୁତି। ଏହି କ୍ରମରେ କଟକ ତିଗିରିଆ ଥାନା ଅଧୀନ ନୂଆସଡ଼କ ଛକ ନିକଟରେ ଗୋଟିଏ ଟାଟା ଏସି ଓ ଗୋଟିଏ ଅଟୋରୁ ବେଆଇନ ବାଣ ଜବତ ହୋଇଛି। ଏହା ସହ ୨ ଡ୍ରାଇଭର୍‌ଙ୍କୁ ଗିରଫ କରିଛି ପୋଲିସ। ପୋଲିସ ସତ୍ରରୁ ପ୍ରକାଶ ଯେ, ସୋମବାର ବିଳମ୍ୱିତ ରାତିରେ ତିଗିରିଆ ଥାନା ଅଧୀନ ନୂଆସଡ଼କ ଛକ ନିକଟରେ ବିଭିନ୍ନ ଗାଡ଼ିକୁ ଯାଞ୍ଚ କରୁଥିବା ସମୟରେ ବେଆଇନ ବାଣ ନେଇଯାଉଥିବା ଦୁଇଟି ଗାଡି ଜବତ ହୋଇଛିକ୍ଷ ଓଡି ୦୨ଏଜେଡ ୫୯୮୨ ନମ୍ଵର ବିଶିଷ୍ଟ ଗୋଟିଏ ଟାଟା ଏସି ଓ ଓଡି୦୨ ସିବି ୬୪୬୬ ନମ୍ଵର ବିଶିଷ୍ଟ ଗୋଟିଏ ଅଟୋ ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭୁବନେଶ୍ଵର ସାଲିଆସାହିର ଜି.ଶିବା ରେଡ୍ଡୀ ଓ ଆଠଗଡ ବିଶ୍ଵନାଥପୁରର ବିବେକାନନ୍ଦ ବେହେରା। ତେବେ ଦୁଇଟି ଗାଡିରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଜବତ ହୋଇଥିବା ବାଣର ମୂଲ୍ୟ ୪୦ ରୁ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ପୋଲିସ କେସ୍ ନଂ -୧୯୯/୨୨ ଏବଂ ୨୦୦/୨୨ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!