Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁଆ ଆଡ୍ଡା ରୁ ପୁଲିସ୍ ଜବତ କଲା ୪ଲକ୍ଷ ୨୫ ହଜାର ଟଙ୍କା

by ସଞ୍ଜୟ ସ୍ୱାଇଁ
October 3, 2022
in Crime, State
ଜୁଆ ଆଡ୍ଡା ରୁ ପୁଲିସ୍  ଜବତ କଲା ୪ଲକ୍ଷ ୨୫ ହଜାର ଟଙ୍କା
83
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖାରବେଳ ନଗରରେ ଧରପଡ଼ିଲା ଜୁଆ ଆଡ୍ଡା। ସଦର ଥାନା ପୁଲିସ ୧୦ଜଣଙ୍କୁ ଗିରଫ କରିଥିବା ବେଳେ ୪ଲକ୍ଷ ୨୫ ହଜାର ଟଙ୍କା ଜବତ କରିଛି। ଆଜି ସନ୍ଧ୍ୟାରେ ଖାରବେଳ ନଗରରେ ଜୁଆ ଆଡା ଚାଲିଥିବା ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ୧୦ ଜଣ ଧରାପଡିଥିବା ବେଳେ ଆଉ କିଛି ଚମ୍ପଟ ମାରିଥିଲେ। ଦଶହରା ଆସିଲେ ଗଂଜାମ ଜିଲ୍ଲାରେ ପରମ୍ପରା ନାଁରେ ଚାରିଆଡେ ଜୁଆଖେଳ ଚାଲେ ବୋଲି ଦେଖିବାକୁ ମିଳେ। କିଛି ଅପରାଧିକ ଶ୍ରେଣୀର ଯୁବକ ମାନେ ଜୁଆ ଆଡ୍ଡା ଚଳାଇଥାନ୍ତି। ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗେ। ଏହା ପୂର୍ବରୁ ବୈଦ୍ୟନାଥପୁର ଥାନା ପୁଲିସ ଆଙ୍କୁଲି ଜୁଆ ଆଡ୍ଡ଼ାରେ ଚଢ଼ାଉ କରି ୫ଲକ୍ଷ ଟଙ୍କା ଜବତ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!