Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧଳାଜହର ବିକ୍ରି ବେଳେ ଧରା ପଡ଼ିଲେ ବୃଦ୍ଧା

by ସଞ୍ଜୟ ସ୍ୱାଇଁ
September 30, 2022
in Crime, State
ଧଳାଜହର ବିକ୍ରି ବେଳେ ଧରା ପଡ଼ିଲେ ବୃଦ୍ଧା
20
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ଏପରିକି ଏହି ଧଳା ଜହର କାରବାରରେ ମହିଳାମାନେ ସାମିଲ ହେଉଥିବା ଘଟଣା ପଦାକୁ ଆସିଛି। ଶୁକ୍ରବାର ଅବକାରୀ ଗୁଇନ୍ଦାର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଚଢ଼ଉ କରି ଜଣେ ବୃଦ୍ଧାଙ୍କୁ ଗିରଫ କରିଛି। ଗିରଫ ବୃଦ୍ଧା ଜଣଙ୍କ ବ୍ରାଉନସୁଗାର ବିକ୍ରି କଲାବେଳେ ଅବକାରୀ ସ୍କ୍ୱାର୍ଡ ତାଙ୍କୁ କାବୁ କରିଛି। ତାଙ୍କ ଠାରୁ ୩୫ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ବୃଦ୍ଧା ଜଣଙ୍କ ଏହି ବ୍ରାଉନ ସୁଗାରକୁ ପୁଡ଼ିଆ କରି କାମାକ୍ଷାନଗର ନୂଆ ଆଳୁତମାରେ ବିକ୍ରି କରୁଥିଲେ। ସମ୍ପୃକ୍ତା ବୃଦ୍ଧାଙ୍କୁ ତାଙ୍କ ପୁଅ ସହଯୋଗ କରିଥିଲା ବୋଲି ଅବକାରୀ ସ୍କ୍ୱାର୍ଡ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗିରଫ ବୃଦ୍ଧାଙ୍କ ପରିଚୟ ଚନ୍ଦ୍ରାବତୀ ବେହେରା। ସେ ନୂଆ ଆଳୁତମା ଅଂଚଳର ବାସିନ୍ଦା ବୋଲି ଜଣାପଡିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଯାଛି ବୋଲି ଅବକାରୀ ଗୁଇନ୍ଦା ସ୍ୱତନ୍ତ୍ର ସ୍କ୍ୱାର୍ଡର ନିରୀକ୍ଷକ ପ୍ରମୋଦ ପଣ୍ଡା ପ୍ରକାଶ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!