ଦେବଗଡ, (ବାଘୁଆବାର୍ତ୍ତା): ଶନିବାର ମଧ୍ୟରାତ୍ରିରେ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡଡଙ୍ଗାଘାଟ ଗ୍ରାମରେ ଥିବା ଜନସେବା କେନ୍ଦ୍ରରୁ ଲ୍ୟାପଟପ, ଲେମିନେସନ ମେସିନ, ନଗଦ ଟଙ୍କା ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଉ ଚୋରି ବେଳର ସମସ୍ତ ଭିଡିଓ ସିସି ଟିଭିରେ କଏଦ ହୋଇଛି ।