Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲା କୂଅରୁ ଉଦ୍ଧାର ହେଲା ନିଖୋଜ ଥିବା ଅଷ୍ଟମ ଶ୍ରେଣୀ ଛାତ୍ରର ମୃତଦେହ

by ସଞ୍ଜୟ ସ୍ୱାଇଁ
September 21, 2022
in Crime, State
ଖୋଲା କୂଅରୁ ଉଦ୍ଧାର ହେଲା ନିଖୋଜ ଥିବା ଅଷ୍ଟମ ଶ୍ରେଣୀ ଛାତ୍ରର ମୃତଦେହ
53
VIEWS
Share on FacebookShare on Twitter

ଆଠମଲ୍ଲିକ୍‌, (ବାଘୁଆବାର୍ତ୍ତା): ସେପ୍ଟେମ୍ୱର ୧୯ ତାରିଖରୁ ନିଖୋଜ ଥିବା ଜଣେ ଛାତ୍ରଙ୍କ ମୃତଦେହ ଗ୍ରାମର ଖୋଲା କୂଅରୁ ଉଦ୍ଧାର କରାଯାଇଛି । ଆଠମଲ୍ଲିକ ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗ୍ରାମର ଲୋକନାଥ ନାଏକଙ୍କ ଆଠ ବର୍ଷର ପୁଅ ସୁମନ ନାଏକ ଗତ ୧୯ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲା । ଲୋକନାଥ ନାଏକ ଏ ବିଷୟରେ ଠାକୁରଗଡ଼ ଥାନାରେ ୠଓଜ ଦେଇଥିଲେ । ଆଜି ଗାଁ ଲୋକେ ଲୋକନାଥ ନାଏକଙ୍କ ଘର ନିକଟରୁ ୨୦୦ ମିଟର ଦୂରରେ ଥିବା ଏକ ଖୋଲା କୂଅରେ ସୁମନର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପୋଲିସ କୁ ଖବର ଦେବା ପରେ ଠାକୁରଗଡ଼ ଥାନା ପୋଲିସ ସୁମନର ଶରୀରକୁ କୂଅ ଭିତରୁ ବାହାର କରିଥିଲେ । ଏ ନେଇ ସୁମନର ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି । ସୁମନ ଏକୁଟିଆ ଖୋଲା କୂଅ ନିକଟକୁ ଖେଳିବାକୁ ଯାଇଥିବା ସମୟରେ କୂଅରେ ପଡିଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!