Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୧ ହଜାର ଟଙ୍କାର ଜାଲ ନୋଟ ଜବତ

by ସଞ୍ଜୟ ସ୍ୱାଇଁ
September 6, 2022
in Crime, State
୧୧ ହଜାର ଟଙ୍କାର ଜାଲ ନୋଟ ଜବତ
68
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ଆନନ୍ଦପୁର ଥାନା ବିରିଡିହା ବଜାରରୁ ଜାଲ ନୋଟ ଜବତ ହୋଇଛି । ପ୍ରାୟ ୧୧ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି। ପୋଲିସ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ, ମଙ୍ଗଳବାର ଦିନ ୧୦ଟା ସମୟରେ ବଜାରରେ ଥିବା କ୍ଷୀରୋଦ ଭେରାଇଟି ଷ୍ଟୋରରୁ ଜଣେ ବୃଦ୍ଧ କିଛି ସାମଗ୍ରୀ କିଣିଥିଲେ । ଦୋକାନ ମାଲିକଙ୍କ ଅନୁପସ୍ଥିତିରେ ଦେକାନ କର୍ମଚାରୀ ସାମଗ୍ରୀ ଦେବାପରେ ବୃଦ୍ଧ ଜଣକ ଏକ ୧୦୦ ଟଙ୍କିଆ ନୋଟ୍ ଦେଇ ଚାଲି ଯାଉଥିଲେ । ଏହି ସମୟରେ ଦୋକାନ ମାଲିକ ପହଁଞ୍ଚି ୧୦୦ ଟଙ୍କିଆ ନୋଟି ଏକ ଜାଲ ଥିବା ଜାଣି ସଂପୃକ୍ତ ବୃଦ୍ଧଙ୍କୁ ଅଟକାଇଥିଲେ। ଜାଲ ନେଟ ବାବଦରେ ପଚାରିବାରୁ ବୃଦ୍ଧ ଜଣଙ୍କ ଓଲଟା ଯୁକ୍ତି କରି କରିଥିଲେ । ପରେ ବଜାରରେ ଉପସ୍ଥିତ ଲୋକେ ବୃଦ୍ଧଙ୍କୁ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୨୦୦ ଟଙ୍କିଆ ଓ ୧୦୦ ଟଙ୍କିଆ ଜାଲ ନୋଟର ବଣ୍ଡଲ ପାଇଥିଲେ । ଜାଲ ନୋଟର ପରିମାଣ ୧୧ ହଜାର ଟଙ୍କା ବୋଲି ଜଣାପଡିଛି । ସଂପୃକ୍ତ ବୃଦ୍ଧ ସ୍ଥାନୀୟ କଣ୍ଟିପାଳ ଗ୍ରାମର ନେଉଳ ଦେହୁରୀ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ପୋଲିସକୁ ଖବର କରିବାପରେ ପୋଲିସ୍ ପହଁଞ୍ଚି ନେଉଳ ଦେହୁରୀଙ୍କୁ ଥାନାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!