Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉଦ୍ଧତ ମଦ୍ୟପ ନୟାଗଡ଼ ବନ କର୍ମଚାରୀ ଫୋନ୍ ଯୋଗେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଟାଉନ୍ ଥାନାରେ ମାମଲା

by ସଞ୍ଜୟ ସ୍ୱାଇଁ
August 29, 2022
in Crime, Nayagarh, State
ଉଦ୍ଧତ ମଦ୍ୟପ ନୟାଗଡ଼ ବନ କର୍ମଚାରୀ ଫୋନ୍ ଯୋଗେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଟାଉନ୍ ଥାନାରେ ମାମଲା
988
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବନାଞ୍ଚଳ କାର୍ୟ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ବ୍ରହ୍ମାନନ୍ଦ ପତିଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଛି। ଗତକାଲି ରାତି ପ୍ରାୟ ୧୦ଟାରେ ସାମ୍ବାଦିକ ରିତେନ୍ଦ୍ର ଛାଟୋଇଙ୍କୁ ସେ ଫୋନ୍ କରି ଦୁର୍ବ୍ୟବହାର କରିଥିବା ଜଣାପଡିଛି। ଏନେଇ ଛାଟୋଇଙ୍କ ଅଭିଯୋଗ ଆଧାରରେ ଟାଉନ୍ ଥାନା ପୁଲିସ ମାମଲା ରୁଜୁ କରିଛି। ମଦ୍ୟପାନ କରି ଛାଟୋଇଙ୍କ ମୋବାଇଲ କୁ ବ୍ରହ୍ମାନନ୍ଦ କଲ୍ କରି ନିଶାରେ ଏଣୁ ତେଣୁ ପଚାରିଥିଲେ, ଏବଂ ଅଶ୍ଳୀଳ ଭାଷା ମଧ୍ୟ କହିଥିଲେ। କୈଣସି ପୂର୍ବ ପରିଚୟ ନଥିବା ପତିଙ୍କ ଏଭଳି ବ୍ୟବହାର ନେଇ  ଛାଟୋଇ ଆଶ୍ଚର୍ୟ୍ୟ ପ୍ରକାଶ କରିଥିଲେ। ଏହି ମାମଲାର ତଦନ୍ତ ଏସ୍ ଆଇ ଧର୍ମେନ୍ଦ୍ର ଶିଆଲ କରୁଛନ୍ତି। ବନାଞ୍ଚଳ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ବ୍ରହ୍ମାନନ୍ଦ ଜଣେ ଅଭ୍ୟାସ ଗତ ନିଶାଡି, ଅଫିସ ରେ ମଧ୍ୟ ସେ ବିଶୃଙ୍ଖଳା ସୃଷ୍ଟି କରନ୍ତି। ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବାକୁ ପୁଲିସ କୁ କୁହାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!