ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ସ୍ୱାମୀର ଜୁଇ ଜଳୁଥିବା ବେଳେ ସ୍ତ୍ରୀ ପ୍ରେମିକ ସହିତ ଚାଲିଯିବା ଘଟଣାରେ ପ୍ରେମିକ ଅସିତ ଶତପଥି ଓ ସ୍ତ୍ରୀ ରତ୍ନମଣୀଙ୍କୁ ଗିରଫ କରିଛି ପୋଲିସ । କେଶ ନଂ ୨୯୨/୨୨ରେ ଧାରା ୩୦୨ରେ ଗିରଫ ହୋଇଥିବା ରାଜକନିକା ଥାନା ଅଧିକାରୀଙ୍କ ସୂଚନା ଦେଇଛନ୍ତି । ଗତକାଲି ଠାରୁ ପୋଲିସ ଉଭୟ ପ୍ରେମିକ ଓ ପତ୍ନୀଙ୍କୁ ଅଟକ ରଖିଥିଲା । ରାଜକନିକା ଭାମଣ୍ଡା ଗାଁରେ ପ୍ରେମ ପାଇଁ ସ୍ବାମୀଙ୍କୁ ହତ୍ୟା କରିଥିବା ହୋଇଥିଲା ଅଭିଯୋଗ ହୋଇଛି ।





