Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୋଜପୁରୀ ଗାୟକଙ୍କ ଠାରୁ ୨୧ କିଲୋ ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
August 13, 2022
in Crime, NATIONAL NEWS
୩୨ ବସ୍ତା ଗଞ୍ଜେଇ ଜବତ, ୧ ଅଭିଯୁକ୍ତ ଗିରଫ ଓ ୩ ଅଭିଯୁକ୍ତ ଫେରାର
98
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପଶ୍ଚିମ ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରୁ ଭୋଜପୁରୀ ଗାୟକ ଗିରଫ । ଗାୟକଙ୍କ ଠୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ପରେ ଗାୟକଙ୍କ ପରିଚୟ ମିଳିଛି । ଗାୟକ ଜଣକ ବିହାରର ସିୱାନ ଅଞ୍ଚଳର ହୋଇଥିବା ଜଣାପଡିଛି । ଦିଲ୍ଲୀର ନାର୍କୋଟିକ୍ସ ସେଲ୍‌କୁ ଡ୍ରଗ୍ସ ପେଡଲର୍‌ଙ୍କ ଖବର ମିଳିଥିଲା । ଖବର ପାଇ ନାର୍କୋଟିକ୍ସ ସ୍କ୍ବାଡ ଇନ୍ଦରପୁରୀ ଟୋପାପୁର ଅଞ୍ଚଳରେ ଅଚାନକ ଚଢାଉ କରିଥିଲା । ଡ୍ରଗ୍ସ ପେଡଲରକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଏହି ଚଢାଉ ବେଳେ ଗାୟକ ବିନୟ ଶର୍ମାକୁ ଗିରଫ କରାଯାଇଛି । ଏନଡିପିଏସ ଆକ୍ଟ ଅନୁସାରେ ବିନୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଗାୟକଙ୍କ ନିକଟରେ ଏତେ ମାତ୍ରାରେ କେଉଁଠୁ ଗଞ୍ଜେଇ ଆସିଲା ତାହା ତଦନ୍ତ କରିବ ପୋଲିସ । ତେବେ ଗିରଫ ଗାୟକଙ୍କୁ ପଚରାଉଚୁରା କରୁଛି ପୋଲିସ । ବିନୟ ଶର୍ମା ଜଣେ ଭୋଜପୁରୀ ଗାୟକ ହୋଇଥିବାବେଳେ ୧୦୦ରୁ ଅଧିକ ଗୀତ ଗାଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!