Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ଟି ଜେସିବି ଜାଳିଦେଲେ ନକ୍ସଲ

by ସଞ୍ଜୟ ସ୍ୱାଇଁ
July 25, 2022
in Crime, State
୩ଟି ଜେସିବି ଜାଳିଦେଲେ ନକ୍ସଲ
106
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗତକାଲି ସଂଧ୍ୟା ସମୟରେ ପଦେଡ଼ା ଗାଁରେ ଜିଓ ଟାୱାର ବସାଇବା ପାଇଁ ନିୟୋଜିତ ଥିବା ତିନୋଟି ଜେସିବି ଗାଡ଼ିକୁ ନକ୍ସଲମାନେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଥିସହ କାମ କରୁଥିବା କର୍ମଚାରୀଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି। ଆଗକୁ ସହିଦ ସପ୍ତାହ ଥିବାରୁ ନକ୍ସଲମାନେ ଏପରି ହିଂସା କାଣ୍ଡ ଘଟାଉଥିବା ଜଣାଯାଇଛି। ବିଭିନ୍ନ ସରକାରୀ ଜିନିଷକୁ ଲୁଟପାଟ୍‌ କରିବା ସହ ପୋଡ଼ି ଦେବା ସହ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୨୮ ରୁ ଅଗଷ୍ଟ ୩ ତାରିଖ ଯାଏ ନକ୍ସଲ ମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ଏନେଇ ଗଣମାଧ୍ୟମକୁ ଏକ ଅଡିଓ ଟେପ ମାଧ୍ୟମରେ ଜଣାଇଛନ୍ତି। ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ନକ୍ସଲମାନେ କିଭଳି ଜଳ ଜଙ୍ଗଲ ନିମନ୍ତେ ଲଢେଇ କରି ନିଜର ଜୀବନକୁ ଆହୁତି ଦେଇଛନ୍ତି । ଏମାନଙ୍କ ପାଇଁ ଗାଁ ଗାଁରେ ସ୍ମୃତି ଚାରଣ କରିବା ସହ ସେମାଙ୍କ ବଳିଦାନକୁ ମନେ ପକାଇବାକୁ ଆହ୍ୱାନ କରିଛନ୍ତି। ଆନ୍ଧ୍ର ଓଡ଼ିଶା ବୋଡ଼ର ଜୋନାଲ କମିଟି ସମ୍ପାଦକ ଗଣେଶ ଏହି ଅଡିଓ ଟେପ ମାଧ୍ୟମରେ ସାଧାରଣ ଜନତା ଓ ବୁଦ୍ଧିଜୀବୀଙ୍କୁ ଆହ୍ୱାନ ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!