Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଫ୍‌ ସିରଫ୍‌ କାରବାରରେ ଦମ୍ପତି ଗିରଫ

by ସଞ୍ଜୟ ସ୍ୱାଇଁ
July 11, 2022
in Crime, State
କଫ୍‌ ସିରଫ୍‌ କାରବାରରେ ଦମ୍ପତି ଗିରଫ
34
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ଭଡ଼ା ଘରେ ହେଉଥିଲା କଫ୍‌ସିରଫ୍‌ କାରବର। ବରଗଡ଼ ସଦର ଥାନା ପୁଲିସ ପର୍ୟ୍ୟପ୍ତ ପରିମାଣର କଫ୍‌ ସିରଫ ଓ ନିଶା ବଟିକା ଜବତ କରିଥିଲା। ଏଥିସହ ଦମ୍ପତିଙ୍କୁ ଗିରଫ କରିଥିଲା। ବରଗଡ଼ ଟାଉନ୍‌ ୧୧ ନମ୍ୱର ୱାର୍ଡରେ ଥିବା ଏକ ଭଡ଼ା ଘରେ ଗତ ୧୫ ଦିନ ହେଲା ରହୁଥିଲେ ଶ୍ୟାମ ମେହେର, ଯମୁନା ମେହେର ଓ ଝିଅ ପିଙ୍କି ମେହେରା। ଏମାନେ ସେଠାରେ ରହି କଫ୍‌ ସିରଫ କାରବାର କରୁଥିଲେ। ଏ ସମ୍ପର୍କରେ ଟାଉନ୍‌ ଥାନା ପୁଲିସ ଜାଣିପାରି ଆଜି ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଉକ୍ତ ଘରୁ ୨୩୨୫ ବୋତଲ କଫ୍‌ ସିରଫ୍‌, ୫ ଷ୍ଟ୍ରିପ୍‌ ନିଶା ବଟିକା ଓ ୨ ବୋତଲ ଅପମିଶ୍ରିତ ଲିକ୍ୟୁଡ୍‌ ଜବତ କରିଥିଲା। ଏହି ମାମଲାରେ ପୁଲିସ୍‌ ଶ୍ୟାମ ମେହେର ଓ ଯମୁନା ମେହେରଙ୍କୁ ଗିରଫ କରିଥିଲା। ମାତ୍ର ଚଢ଼ଉ ସମ୍ପର୍କରେ ଖବର ପାଇଁ ଶ୍ୟାମଙ୍କ ଝିଅ ଚମ୍ପଟ ମାରିଥିବା ଆଲୋଚନା ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!