Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଠ ବୋଝେଇ ଟ୍ରକ୍ ଜବତ, ଟ୍ରକ୍ ଡ୍ରାଇଭର୍ ଗିରଫ

by ସଞ୍ଜୟ ସ୍ୱାଇଁ
July 7, 2022
in Crime, State
କାଠ ବୋଝେଇ ଟ୍ରକ୍ ଜବତ, ଟ୍ରକ୍ ଡ୍ରାଇଭର୍ ଗିରଫ
86
VIEWS
Share on FacebookShare on Twitter

ଲମତାପୁଟ, (ବାଘୁଆବାର୍ତ୍ତା): ଲମତାପୁଟ ବନ ବିଭାଗକୁ ବଡ଼ ସଫଳତା। ମନ୍ତ୍ରୀପୁଟରୁ ଭୁବନେଶ୍ଵରକୁ ଆକାଶିଆ କାଠ ଚୋରା ଚାଲଣ ବେଳେ ମାଡ଼ିବସିଲା ବନ ବିଭାଗ। ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ କାଠ ଗଣ୍ଡି ଜବତ। ଟ୍ରକ୍ ଡ୍ରାଇଭର୍ ଗିରଫ। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଊୠଙଙ୍କ ନିର୍ଦ୍ଦେଶ କ୍ରମେ ଲମତାପୁଟ ରେଞ୍ଜରଙ୍କ ନେତୃତ୍ଵରେ ଲମତାପୁଟ ବନବିଭାଗ ଆସାକିରଣ ନିକଟରେ ଜଗିରହିଥିଲା। ଖବର ମୁତାବାକ ଏକ କାଠ ବୋଝେଇ ଟ୍ରକ୍ ଦୃତ୍ ଗତିରେ ଆସୁଥିବା ଦେଖି ବନବିଭାଗ କର୍ମଚାରୀ ଅଟକାଇଥିଲେ । ଏହି ସମୟରେ ଟ୍ରକ୍ ଡ୍ରାଇଭର୍ ପୁଲିସକୁ ଦେଖି ବ୍ୟାରିକେଡ୍ ଭାଙ୍ଗି ଦେଇଥିଲା । ହେଲେ ବନବିଭାଗ କର୍ମଚାରୀ ଗାଡିକୁ ଅଟକାଇବାରେ ସଫଳ ହୋଇଛି। ଗାଡିଟିକୁ ଯାଞ୍ଚ୍ କରିବାରୁ ସେଥିରୁ ପ୍ରାୟ ୮୦ଟି ଆକାଶିଆ କାଠ ଗଣ୍ଡି ଥିବା ଜବତ ହୋଇଛି । ଏହି କାଠ ଗଣ୍ଡିର ମୁଲ୍ୟ ପ୍ରାୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି । କାଠ ବୋଝେଇ ଟ୍ରକ୍ ଜବତ୍ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚାରଉଚୁରା ଜାରି ରହିଥିବା ରେଞ୍ଜର ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!