Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମବାୟ ସମିତିର ନିର୍ଦ୍ଦେଶକ ଭୋଟ ବେଳେ ପୋଲିସ ଉପସ୍ଥିତିରେ ଗୋଷ୍ଠି ସଂଘର୍ଷ

by ସଞ୍ଜୟ ସ୍ୱାଇଁ
June 26, 2022
in Crime, State
ସମବାୟ ସମିତିର ନିର୍ଦ୍ଦେଶକ ଭୋଟ ବେଳେ ପୋଲିସ ଉପସ୍ଥିତିରେ ଗୋଷ୍ଠି ସଂଘର୍ଷ
171
VIEWS
Share on FacebookShare on Twitter

ପାଟଣାଗଡ଼, (ବାଘୁଆବାର୍ତ୍ତା): ପାଟଣାଗଡ଼ ବ୍ଲକର ସୋଲବନ୍ଧ ସମବାୟ ସମିତିର ନିର୍ଦ୍ଦେଶକ ଭୋଟ ବେଳେ ୨ ଗୋଷ୍ଠି ମଧ୍ୟରେ ପୋଲିସ ଉପସ୍ଥିତିରେ ପ୍ରବଳ ଗଣ୍ଡଗୋଳ ହୋଇଛି। ଏଥିରେ ଠେଙ୍ଗା ବାଡ଼ି ଧରି ମାର୍‌ପି୍ଟ୍‌ ହେବା ସହ ଜଣେ ବ୍ୟକ୍ତିଙ୍କୁ ପ୍ରବଳ ଅତ୍ୟାଚାର କରାଯାଉଥିବାର ଚିତ୍ର ଦେଖିବାକୁ ମିଳିଛି। ଏହି ନିର୍ବାଚନରେ ଶରତ ମେହେର, ରୁପେନ୍ଦ୍ର ବିଶ୍ଵାଳ, ରାଧେ ଶ୍ୟାମ ବିଶ୍ଵାଳ ୩ ଜଣ ବ୍ୟକ୍ତି ନିର୍ଦ୍ଦେଶକ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିଲେ। ଏହି ତିନି ବ୍ୟକ୍ତି ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ମାଡପିଟ ଦେଖିବାକୁ ମିଳିଛି। ଏନେଇ ପାଟଣାଗଡ଼ ଥାନା ଅଧିକାରୀଙ୍କୁ ଯୋଗଯୋଗ କରିବାରୁ ସେ ଝଗଡ଼ା ହୋଇଥିବା ଜଣାଇଛନ୍ତି କିନ୍ତୁ ସେମାନେ କାହାର ସମର୍ଥକ ମୁଁ ଜାଣିନି ବୋଲି ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!