ଦାରିଙ୍ଗିବାଡ଼ି, (ବାଘୁଆବାର୍ତ୍ତା): ଦାରିଙ୍ଗିବାଡ଼ି ପର୍ୟ୍ୟଟନସ୍ଥଳୀ କଫି ବଗିଚା ଆଗରେ କ୍ଷତ ବିକ୍ଷତ ଅବସ୍ଥାରେ ଜଣେ ଅଚିହ୍ନା ଯୁବତୀଙ୍କୁ ଉଦ୍ଧାର କରାଯାଇଛି।ଘଟଣାସ୍ଥଳରୁ ସ୍ଥାନୀୟ ଯୁବତୀଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ସମ୍ପୃକ୍ତା ଯୁବତୀଙ୍କ ପରିଚୟ ମିଳି ପିରିନାହିଁ। ଏନେଇ ଅଧିକ ଜାଣିବା ପାଇଁ ପୋଲିସ ତନାଘନା ଚଳାଇଛି।





