ଜଳେଶ୍ବର, (ବାଘୁଆବାର୍ତ୍ତା): ଜଳେଶ୍ବର ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ । ରାଜଘାଟ ନାକା ପଏଣ୍ଟରୁ ଗିରଫ କଲା ପୋଲିସ । ପଶ୍ଚିମବଙ୍ଗ ଅଞ୍ଚଳର ୧୦ ଜଣ ଡକାୟତ ଗିରଫ ହୋଇଛନ୍ତି । ଗିରଫ ଡକାୟତମାନଙ୍କଠାରୁ ୧୫ଲକ୍ଷ ଟଙ୍କା । ଗୋଟିଏ ସ୍କର୍ପିଓ, ଗୋଟିଏ ଗାଡି ସହିତ ୧୦ଟି ମୋବାଇଲ ଜବତ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ବର ଏସଡିପିଓ ସୂଚନା ଦେଇଛନ୍ତି ।





