Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ଭେଟିବାକୁ ବାରଣ କରିବାରୁ ଶ୍ୱଶୁର ତଣ୍ଟି ଚିପିଦେଲା ଜ୍ୱାଇଁ

by ସଞ୍ଜୟ ସ୍ୱାଇଁ
June 16, 2022
in Crime, State
ସ୍ତ୍ରୀକୁ ଭେଟିବାକୁ ବାରଣ କରିବାରୁ ଶ୍ୱଶୁର ତଣ୍ଟି ଚିପିଦେଲା ଜ୍ୱାଇଁ
116
VIEWS
Share on FacebookShare on Twitter

କଟକରୋଡ, (ବାଘୁଆବାର୍ତ୍ତା): ଶ୍ୱଶୁରଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଆରାଧନା ନଗରରେ ରହୁଥିବା ଅଭିଯୁକ୍ତ ଜ୍ୱାଇଁ ରାଜେଶ ମିଶ୍ରକୁ ପୁଲିସ ଗିରଫ କରିଛି । ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଶ୍ୱଶୁର ଚିନ୍ତାମଣିଶ୍ୱର ଚୌଧୁରୀ କଲୋନୀରେ ରୁହନ୍ତି । ଗତ କିଛିଦିନ ଧରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ନେଇ ସ୍ତ୍ରୀ ବାପଘରକୁ ପଳାଇ ଆସିଥିଲେ । ଗତ ୧୧ ତାରିଖରେ ଜ୍ୱାଇଁ ରାଜେଶ ସ୍ତ୍ରୀଙ୍କୁ ଦେଖା କରିବା ପାଇଁ ସେଠାକୁ ଆସିଥିବା ବେଳେ ଶ୍ୱଶୁର ଜୟନାରାୟଣ ଏଥିରେ ଅସମ୍ମତି ପ୍ରକାଶ କରିଥିଲେ । ଫଳରେ ଜ୍ୱାଇଁ ରାଜେଶ ଉତ୍‌କ୍ଷିପ୍ତ ହୋଇ ଏକ ଦର୍ପଣରେ ଜୟନାରାୟଣଙ୍କ ମୁଣ୍ଡକୁ ବାରମ୍ବାର ଆଘାତ ଦେବା ସହ ତାଙ୍କ ତଣ୍ଟିକୁ ଚିପି ଦେଇଥିଲେ । ଏ ନେଇ ଜୟନାରାୟଣଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!