Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଷ୍ଟେଲ ରୁ ମାଙ୍କ ପାଖକୁ କଲ୍‌ କରିବାକୁ ନଦେବାରୁ ଜୀବନ ହାରିଲା ଛାତ୍ର

by ସଞ୍ଜୟ ସ୍ୱାଇଁ
June 13, 2022
in Crime, NATIONAL NEWS
ହଷ୍ଟେଲ ରୁ ମାଙ୍କ ପାଖକୁ କଲ୍‌ କରିବାକୁ ନଦେବାରୁ ଜୀବନ ହାରିଲା ଛାତ୍ର
65
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ପରିବାର ଠାରୁ ଅଲଗା ରହି ହଷ୍ଟେଲରେ ଏକ ପ୍ରରକାର ଚାପ ଗ୍ରସ୍ଥ ହୋଇ ରହିବାର ପରିଣାମ କେତେ ଭୟଙ୍କର ହୋଇପାରେ, ଏହାର ଉଦାହରଣ ଦେଖିବାକୁ ମିଲିଛି କର୍ଣ୍ଣାଟକ ମଙ୍ଗଲୁରୁ ଜିଲ୍ଲାରେ। ମା’ଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇବା ପାଇଁ ସ୍କୁଲ ହଷ୍ଟେଲ କର୍ତ୍ତୁପକ୍ଷ ଫୋନ ନଦେବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ସ୍କୁଲ ଛାତ୍ର। ଏଭଳି ହୃଦୟ ବିଦାରକ ଘଟଣା ଘଟିବା ପରେ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ମୃତକ ଛାତ୍ରଙ୍କ ଘର ହେଉଛି ବେଙ୍ଗାଲୁରୁ ହୋସାକୋଟରେ। ଏନେଇ ପୁଲିସ କହିଛି ଯେ ଜୁନ ୧୧ ରେ ମା’ ଙ୍କ ଜନ୍ମଦିନରେ ଫୋନ ମାଧ୍ୟରେ ଶୁଭେଚ୍ଛା ଜଣାଇବା ପାଇଁ ହଷ୍ଟୋଲ ୱାର୍ଡେନ ଅନୁମତି ଦେଇନଥିଲେ। ଫଳରେ ଛାତ୍ର ଜଣଙ୍କ ଏଭଳି କରିଛି। ପୁଲିସ କହିଛି ଯେ ପୂର୍ବରୁ ମଧ୍ୟ ଛାତ୍ର ଜଣଙ୍କ ପରିବାର ଲୋକଙ୍କ ସହ କଥା ହେବା ପାଇଁ ୱାର୍ଡେନ ପାଖରେ ବାରମ୍ୱାର ଅନୁରୋଧ କରିଥିଲେ ହେଲେ ତାଙ୍କୁ ଅନୁମତି ମିଳିନଥିଲା। ଫଳରେ ଛାତ୍ର ଜଣଙ୍କ ପୂରା ଚାପଗ୍ରସ୍ଥରେ ରହିଥିଲେ। ଏବଂ ସେ ସୁସାଇଟ ନୋଟ ଲେଖିବା ସହ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରଙ୍କ ବୟସ ହେଉଛି ୧୪ ବର୍ଷ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!