Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣେ ଲୁଟେରା ଡ୍ରାଇଭରକୁ ଗିରଫ କରିବା ସହ ତା ପାଖରୁ ୭ ଲକ୍ଷ ଦଶ ହଜାର ଟଙ୍କା ଉଦ୍ଧାର କରିଛି ଦେବଗଡ ଆଦର୍ଶ ଥାନା ପୋଲିସ

by ସଞ୍ଜୟ ସ୍ୱାଇଁ
May 19, 2022
in Crime, State
ଜଣେ ଲୁଟେରା ଡ୍ରାଇଭରକୁ ଗିରଫ କରିବା ସହ ତା ପାଖରୁ ୭ ଲକ୍ଷ ଦଶ ହଜାର ଟଙ୍କା ଉଦ୍ଧାର କରିଛି ଦେବଗଡ ଆଦର୍ଶ ଥାନା ପୋଲିସ
81
VIEWS
Share on FacebookShare on Twitter

ଦେବଗଡ, (ବାଘୁଆବାର୍ତ୍ତା): ଦେବଗଡ ଆଦର୍ଶ ଥାନା ପୋଲିସ ଜଣେ ଲୁଟେରା ଡ୍ରାଇଭରକୁ ଗିରଫ କରିବା ସହ ତା ପାଖରୁ ୭ ଲକ୍ଷ ଦଶ ହଜାର ଟଙ୍କା ଉଦ୍ଧାର କରିଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ଗତ ୧୫-୨୦ ବର୍ଷ ହେବ ମୁମ୍ବାଇରେ ରହି ସୁନା ଗହଣା ବେପାର କରୁଥିଲେ । ସେ ମୁମ୍ବାଇରୁ କୋଲକାତା ଅଭିମୁଖେ ନିଜ ଏକ୍ସୟୁଭି କାର ଯୋଗେ ବାହାରି ଥିବାବେଳେ ସାଙ୍ଗରେ ଡ୍ରାଇଭର୍ ଭାବେ ମୁମ୍ବାଇର ଜଣେ ଟ୍ୟାକ୍ସି ଡ୍ରାଇଭର୍ ମୁକୁଳ ସନ୍ତୋଷ ଦାସକୁ ନେଇ ଯାଉଥିଲେ । ବୁଧବାର ରାତିରେ ଉଭୟ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କୈଳାଶ ଛକଠାରେ ଏକ ଢାବା ସମ୍ମୁଖରେ ଗାଡି ମଧ୍ୟରେ ଶୋଇଥିଲେ । ସକାଳ ସମୟରେ ଡ୍ରାଇଭର୍ ମୁକୁଳ ସନ୍ତୋଷ କାର ମଧ୍ୟରେ ବ୍ୟାଗରେ ଥିବା ସାତ ଲକ୍ଷ ଦଶ ହଜାର ଟଙ୍କା ଧରି ଫେରାର ମାରିଥିଲା । ଏନେଇ ନିର୍ମଳ ଚନ୍ଦ୍ର ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଲୁଟେରା ଡ୍ରାଇଭରର ମୋବାଇଲ ଟ୍ରାକ କରି ତାକୁ ବଡକୁଦର ଗ୍ରାମ ନିକଟରେ ଥିବା ଟୋଲଗେଟ ନିକଟରୁ ଧରିବା ସହ ତା ଠାରୁ ସାତ ଲକ୍ଷ ଦଶ ହଜାର ଟଙ୍କା ଉଦ୍ଧାର କରିଛି । ପୋଲିସ ପକ୍ଷରୁ ଅଭିଯୁକ୍ତ ଡ୍ରାଇଭର ମୁକୁଳ ସନ୍ତୋଷ ଦାସକୁ ଗିରଫ କରାଯାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!