Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟଙ୍କା ନଦେବାରୁ ମା କୁ ପିଟିପିଟି ମାରିଦେଲା ପୁଅ

by ସଞ୍ଜୟ ସ୍ୱାଇଁ
May 16, 2022
in Crime, State
ଟଙ୍କା ନଦେବାରୁ ମା କୁ ପିଟିପିଟି ମାରିଦେଲା ପୁଅ
82
VIEWS
Share on FacebookShare on Twitter

ଅନୁଗୁଳ, (ବାଘୁଆବାର୍ତ୍ତା): ଟଙ୍କା ମାଗିଲା ପୁଅ। ମନା କରିଦେଲା ମା’। ସବୁ ସମ୍ପର୍କ ଭୁଳି ଘର ଭିତରେ କବାଟ ଦେଇ ମାକୁ ବାଡେଇ ବାଡେଇ ମାରିଲା ପୁଅ। ମାରିଲା ପରେ ମୃତଦେହକୁ ଛାଡ଼ି ଘରେ ତାଲା ପକାଇ ଫେରାର ହୋଇଗଲା ମାତୃହନ୍ତା ପୁଅ। ଏଭଳି ଅଭାଭବୀୟ ଘଟଣା ବାଗଡ଼ିଗାଁ ଘଟିଛି। ମୃତକ ହେଲେ ଦେହୁରୀ ସାହିର ବୀଣାପାଣି ଦାସ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବିକ, ବୀଣାପାଣିଙ୍କୁ ତାଙ୍କର ସାନପୁଅ ତୁଷାର କାନ୍ତ ଦେହୁରୀ ଟଙ୍କା ମାଗିଥିଲା । କିନ୍ତୁ ସେ ନଦେବାରୁ ପୁଅ ମୁଣ୍ଡକୁ ପିତ ଚଢ଼ିଯାଇଥିଲା। ସେ ମାକୁ ଘର ଭିତରେ କବାଟ ଦେଇ ପିଟିପିଟି ମାରି ଦେଇଥିବା ସୂଚନା ମିଳିଛି। ଏପିରିକି ମାରିବା ପରେ ଘରେ ମୃତଦେହ ଛାଡି ବାହାର ପଟେ ତାଲା ପକାଇ ଫେରାର ହୋଇଯାଉଛି । ସେପଟେ ଖବର ପାଇ ଦେବଗଡ଼ ପାଖରୁ ତୁଷାରକୁ ଗିରଫ କରିଛି ପୋଲିସ। ଘରେ କେବଳ ମା ପୁଅ ରହୁଥିଲେ। ବଡ଼ ପୁଅ ବାହାରେ ଚାକିରି କରୁଛନ୍ତି। ଘଟଣା ଜଣାପଡିବା ପରେ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!