Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଠକ କବଳରେ ପଡ଼ିଲେ କେନ୍ଦ୍ରାପଡା ଡାକ୍ତର: ଲୁଟି ନେଲେ ୧୦ଲକ୍ଷ ଟଙ୍କା

by ସଞ୍ଜୟ ସ୍ୱାଇଁ
June 13, 2021
in Nayagarh
ଠକ କବଳରେ ପଡ଼ିଲେ କେନ୍ଦ୍ରାପଡା ଡାକ୍ତର: ଲୁଟି ନେଲେ ୧୦ଲକ୍ଷ ଟଙ୍କା
89
VIEWS
Share on FacebookShare on Twitter

କେନ୍ଦ୍ରାପଡ଼ା,(ବାଘୁଆବାର୍ତ୍ତା): ଅନେକ ଜଣାଶୁଣା ଓ ଶିକ୍ଷିତ ଲୋକମା‌ନେ ସାଇବର ଲୁଟେରା କବଳରେ ପଡ଼ିଥିବା ଘଟଣା ପୂର୍ବରୁ ଶୁଣିବାକୁ ମିଳିଛି। ଲୋକଙ୍କୁ ପ୍ରଲୋଭନ ଦେଖାଇ ସାଇବର ଲୁଟେରା ଲକ୍ଷାଧିକ ଟଙ୍କା ଲୁଟି ନେଇ ଥାଆନ୍ତି। ତେବେ ଏହି କରୋନା ମହାମାରୀ ସମୟରେ ଜାରି ହୋଇଥିବା ଲକଡାଉନରେ ବି ସାଇବର ଲୁଟେରା ମାତିଛନ୍ତି। ନିକଟରେ ଜଣେ ଡାକ୍ତରଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକିନେଇଛନ୍ତି ସାଇବର ସୈତନା । ତେବେ କୁହାଯାଉଛି କି ଅଧିକ ଟଙ୍କା ପାଇବା ଲୋଭରେ ଠକାମୀରେ ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଆମ୍ବିଳାର ଡାକ୍ତର ବାଦଲ ମହାନ୍ତି । ସୂଚନାଯୋଗ୍ୟ, ଡାକ୍ତର ବାଦଲ ମହାନ୍ତିଙ୍କୁ ସାଇବର ଠକମାନେ ଚତୁରତାର ସହ ଟଙ୍କାର ପ୍ରଲୋଭନ ଦେଖାଇଥିଲେ। ଏହି ଫାସରେ ବାଦଲ ଫଶି ଯିବା ପରେ ଠକ ତାଙ୍କ ଠାରୁ ପର୍ଯ୍ୟାୟକ୍ରମେ ୧୦ଲକ୍ଷ ୫୨ହଜାର ଟଙ୍କା ଠକି ନେଇଛନ୍ତି । ତେବେ ଏନେଇ ଡାକ୍ତର ବାଦଲ ମହାନ୍ତି ଆଳି ଥାନାରେ ଏତଲା ଦେବା ସହ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!