Thursday, August 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଲିଥିଲା ହୁକ୍କାବାର, ପୁଲିସ ଚଢ଼ଉ ୧୭ ଗିରଫ

by ସଞ୍ଜୟ ସ୍ୱାଇଁ
April 29, 2021
in Crime
ଚାଲିଥିଲା ହୁକ୍କାବାର, ପୁଲିସ ଚଢ଼ଉ ୧୭ ଗିରଫ
197
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନା ମହାମାରୀ ପୁରା ଦେଶର ସ୍ଥିତି ଖରାପ କରିଛି । ହସ୍ପିଟାଲ ବେଡ ଓ ଔଷଧ ଖୁବ କଷ୍ଟରେ ମିଳୁଛି । କିନ୍ତୁ ଦିଲ୍ଲୀର କିଛି ଲୋକ, ଯାହାଙ୍କୁ କରୋନାର ଡର କିମ୍ବା ଭୟ କିଛି ନାହିଁ । ଏଭଳି ଏକ ମାମଲା ଦିଲ୍ଲୀରେ ରହିଛି । ଯେଉଁଠି ଜଣେ ପ୍ରପଟି ଡିଲର ଅଫିସ ବେସମେଣ୍ଟ ଭିତରେ ଏକ ଅବୈଧ ହୁକ୍କାବାର ଚଲାଇଥିଲେ । ପୁଲିସର ଚଢ଼ାଉ ହୁକ୍କାବାର ଭିତରେ ଅନେକ ଗୁଡ଼ିଏ ଲୋକଙ୍କର ଭିଡ ରହିଥିଲା । ଦିଲ୍ଲୀ ପୁଲିସକୁ ଖବର ମିଳିଥିଲା ଯେ, ପଶ୍ଚିମ ବିହାରରେ ଜଣେ ପ୍ରପଟି ଡିଲରଙ୍କ କାର୍ଯ୍ୟାଳୟରେ ହୁକ୍କାବାର ଚାଲିଥିଲା । ଏହାପରେ ଆଉଟର ଦିଲ୍ଲୀର ଡିସିପି ସବଇନ୍ସପେକ୍ଟର ନବୀନ ମଲିକ, ହେଡ୍ କନେଷ୍ଟବଳ ପ୍ରଦୀପ, କନେଷ୍ଟବଳ ଅମିତ ଓ ବହୁ ପୋଲିସ କର୍ମଚାରୀଙ୍କ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ ପଶ୍ଚିମ ବିହାରର ହୁକ୍କାବାରରେ ରେଡ କରିଥିଲା । ଚଢ଼ାଉ ବେଳେ ପୁଲିସ ସେଠାରେ ସ୍ଥିତି ଦେଖି ନିଜେ ମଧ୍ୟ ଭୟଭୀତ ହୋଇପଡ଼ିଥିଲା । କାରଣ କରୋନା କାଳରେ ଯେଉଁଠି ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଉଛି ସେଠାରେ ହୁକ୍କାବାର ଭିତରେ ଅନେକ ଗୁଡ଼ିଏ ଲୋକ ଥିଲେ । ପୁଲିସ ୧୭ ଜଣଙ୍କୁ ଗିରଫ କରିଛି । ସେଠାରୁ ବହୁ ପରିମାଣରେ ହୁକ୍କା ଓ ତମାକୁ ପ୍ୟାକେଟ ଉଦ୍ଧାର କରାଯାଇଥିଲା । ପୁଲିସ ମହାମାରୀ ଆକ୍ଟ ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!