Monday, June 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀ ଅଭିଯୋଗରେ ବନ୍ଧୁକ ଧାରି ସ୍ଵାମୀ ଗିରଫ

by ସଞ୍ଜୟ ସ୍ୱାଇଁ
August 10, 2021
in Crime, State
ସ୍ତ୍ରୀ ଅଭିଯୋଗରେ ବନ୍ଧୁକ ଧାରି ସ୍ଵାମୀ ଗିରଫ
215
VIEWS
Share on FacebookShare on Twitter

ଭୁବେଶ୍ୱର, (ବାଘୁଆବାର୍ତ୍ତା): ସ୍ତ୍ରୀ ଅଭିଯୋଗରେ ବନ୍ଧୁକ ଧାରି ସ୍ଵାମୀ ଗିରଫ। ବବନ ଓରଫ୍ ବାସୁଦେବ ସାହୁକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ। ତା’ ନିକଟରୁ ୭.୬୫ ଏମ୍ର ଗୋଟିଏ ବନ୍ଧୁକ ଜବତ କରିଛି କମିଶନରେଟ୍ ପୁଲିସ। ବବନ ପେଶାରେ ଜଣେ ଟାୱାର ହୋଇଥିବା ବେଳେ ସେ ନିଜ ପତ୍ନୀଙ୍କୁ ଦେଉଥିଲେ ନିର୍ୟାତନା। ଏପରିକି ଗୁଳି କରି ମାରିବାକୁ ଧମକ ଦେଇଥିଲା। ଗନ୍ ପଏଣ୍ଟରେ ରଖି ସ୍ତ୍ରୀକୁ ମାରିଦେବ ବୋଲି କହିଥିଲା। ଏନେଇ ତାଙ୍କ ପିତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ବାବନକୁ ଗିରଫ କରିଥିବା ବେଳେ ବନ୍ଧୁକକୁ ଜବତ କରିଛି ପୁଲିସ। ଜବତ ବନ୍ଧୁକ ସୁନ୍ଦରଗଡ଼ର ତୁଷୁରାରୁ ପାଇଥିବା ବବନ ପୁଲିସକୁ କହିଛି। ତେବେ ପୁଲିସ ଏହାକୁ ବିଶ୍ୱାସ କରୁନାହଁ। ଠିକାଦାର କାମରେ ବ୍ୟବହାର ପାଇଁ ସେ ଏହି ବନ୍ଧୁକ ଆଣିଥିବା ପୁଲିସ ସନ୍ଦେହ କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!